April 26, 2026

ବୁଗୁଡ଼ା ଓକିଲ ସଂଘ ନିର୍ବାଚନ, ମାନସ ରଞ୍ଜନ ଦାଶ ସଭାପତି , ଶ୍ଯାମ ସୁନ୍ଦର ବିଷୋୟୀ ସମ୍ପାଦକ 

IMG-20260328-WA0024
Share

ବୁଗୁଡ଼ା : ତା ୨୮/୦୩/୨୬ : ବୁଗୁଡ଼ା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହୋଇଛି l ଏଥିରେ ମାନସ ରଞ୍ଜନ ଦାଶ – ସଭାପତି , ସୁବ୍ରତ କୁମାର ପଟ୍ଟନାୟକ – ଉପସଭାପତି, ଶ୍ଯାମସୁନ୍ଦର ବିଷୋୟୀ – ସମ୍ପାଦକ,ମନୋଜ କୁମାର ପାଣିଗ୍ରାହୀ – ସହସମ୍ପାଦକ, କାହ୍ନୁ ଚରଣ ସାହୁ – କୋଷାଧକ୍ଷ ଭାବେ ଦ୍ବିମୁଖୀ ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଇସି ମେମ୍ବର ଭାବେ ସରୋଜ କୁମାର ଦାଶ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ମହିଳା ଓକିଲ ସାଇ ସନ୍ତୋଷିନୀ ପ୍ରଧାନ ଓ ଦେବୀ ନିବେଦିତା ଚୋଧୁରୀ ସଦସ୍ଯା ଭାବେ ମନୋନୀତ ହେବା ନିଶ୍ଚିତ ହୋଇଛି । ନିର୍ବାଚନ ଅଧିକାରୀ ଭାବେ ସତ୍ୟ ନାରାୟଣ ମିଶ୍ର ଓ ସହ-ନିର୍ବାଚନ ଅଧିକାରୀ ଭାବେ ସଂଗ୍ରାମ ପାତ୍ର ଦାୟିତ୍ୱ ନିର୍ବାହ ପୂର୍ବକ ନିର୍ବାଚନ ପରିଚାଳନା କରିଥିଲେ l