May 10, 2026

ଜୟପୁର ସମନ୍ବିତ ଅନୁସୂଚିତ ଜନଜାତି ଉନ୍ନୟନ ସଂସ୍ଥାରେ ନୂତନ ପ୍ରକଳ୍ପ ପ୍ରସାସିକାଙ୍କ ଯୋଗଦାନ

IMG-20250328-WA0023
Share

 

କୋରାପୁଟ ଜିଲ୍ଲା ଜୟପୁର ସମନ୍ୱିତ ଅନୁସୂଚିତ ଜନଜାତି ଉନ୍ନୟନ ସଂସ୍ଥାରେ ଶ୍ରୀମତୀ ତୃପ୍ତି ବରାଇ ଯୋଗଦାନ କରିଥିବାର ଜଣାଯାଇଛି।ଏହା ପୂର୍ବରୁ ଶ୍ରୀମତୀ ବରାଇ ମୟୁରଭଞ୍ଜ ଜିଲ୍ଲା ର ଉଦଳାରେ ବ୍ଲକରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବରେ ଦାୟିତ୍ଵ ତୁଲାଇ ଆସିଥିବା ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି।ସେ ଦାୟିତ୍ଵ ଗ୍ରହଣ କରିବା ପରେ ସହକାରୀ ଯନ୍ତ୍ରୀ ଶ୍ରୀ ସତ୍ୟ ନାରାୟଣ ସେଠି,ଶ୍ରୀ ଚୈତନ୍ୟ ବାସକି ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିବା ଜଣାଯାଇଛି।

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର