ଆଜିର ଖବର..
୧-ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଓଡ଼ିଶା ବନ୍ଦ, ନବ ନିର୍ମାଣ କୃଷକ ସଂଗଠନକୁ ସମର୍ଥନ କଲା କଂଗ୍ରେସ।
୨-ଧର୍ମଘଟ ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ତାଗିଦ୍, ଜରୁରୀ ସେବାରେ ବ୍ୟାଘାତ ହେଲେ କାର୍ଯାନୁଷ୍ଠାନ।
୩-ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର; PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ହେଲା ପ୍ରତ୍ୟାହୃତ, ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ।
୪-ପୁରୀ:ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି; ସନ୍ଧ୍ୟା ୬ଟାରୁ ରାତ୍ର ୧୦ ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
୫-ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ, ୧୫ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ : ମୁଖ୍ୟମନ୍ତ୍ରୀ
୬-ଅଙ୍ଗନବାଡ଼ି ପିଲାଙ୍କ ପାଇଁ ଖୁସି ଖବର: ବଢ଼ିଲା ପୋଷାକର ସରକାରୀ ମୂଲ୍ୟ, ଏବେ ମିଳିବ ଅଧିକ ଅର୍ଥ।
୭-ଆଜିଠୁ OJEE ଆବେଦନ ଆରମ୍ଭ,ମେ’ ୪ ରୁ ୯ ଯାଏଁ ପରୀକ୍ଷା,OJEE ଆପ୍ ରେ ମିଳିବ ସବୁ ସୂଚନା।
୮-ସାଟେଲାଇଟ ମାଧ୍ୟମରେ ଗ୍ରାମାଞ୍ଚଳରେ ହେବ ଶିକ୍ଷାଦାନ,୫୩୭୦ଟି ସ୍କୁଲରେ ପ୍ରତିଷ୍ଠା ହେବ AI ଭର୍ଚୁଆଲ କ୍ଲାସ୍ ରୁମ୍।
୯-ଖଣ୍ଡଗିରି: ଆରମ୍ଭରୁ ଭେଜାଲ, ଖଣ୍ଡଗିରି ମେଳାରୁ ଜବତ ହେଲାଣି ୧୨୦ କିଲୋ ବାସି ଖାଦ୍ୟ।
୧୦-ଭୁବନେଶ୍ୱର: ଶୀତ କମିବ, ଆସନ୍ତା ୩ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ।
୧୧-କୋଟପାଡ଼:ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ଜଙ୍ଗଲୀ ଭାଲୁ, ଅଞ୍ଚଳବାସୀ ଭୟଭୀତ।
୧୨-ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ – ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।
୧୩-ଖଣ୍ଡଗିରି:ଟି୭ ପେଣ୍ଡାଲରେ ୧୨ ଦିନ ଧରି ଚାଲିବ ଯାତ୍ରା ମହୋତ୍ସବ,ମଞ୍ଚରେ ଚଢ଼ିବେ ପିୟୂଷ।
୧୪-ଜଳେଶ୍ଵର:ବିଦ୍ଯୁତ ସର୍ଟସର୍କିଟରୁ ଜଳିଗଲା ୫ ଟି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ।
୧୫-ଆଜିଠୁ ସଂସଦର ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲା କେନ୍ଦ୍ର।
୧୬-ଟି-୨୦ ବିଶ୍ୱକପ୍ କଭର୍ କରିପାରିବେନି ବାଂଲାଦେଶୀ ସାମ୍ୱାଦିକ…ଆବେଦନକୁ ଅଗ୍ରାହ୍ୟ କଲା ଆଇସିସି।
୧୭-ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ନେଲେ ଅରିଜିତ ସିଂହ, କହିଲେ- ଏଠାରେ ଯାତ୍ରା ଶେଷ କରୁଛି।
୧୮-ବରଫ ଝଡ଼ ଯୋଗୁ ଦୁର୍ଘଟଣାଗସ୍ତ ହେଲା ଆମେରିକାର ଘରୋଇ ବିମାନ : ୭ ମୃତ୍ୟୁ।
୧୯-ଶୀର୍ଷରେ ଇରାନ-ଆମେରିକା ଉତ୍ତେଜନା, ଯେକୌଣସି ସମୟରେ ହୋଇପାରେ ଯୁଦ୍ଧ।
୨୦-ଫ୍ରାନ୍ସର ମଦ ଉପରେ ୨୦୦% ଟାରିଫ୍ ଲଗାଇବାକୁ ଧମକ ଦେଇଥିଲେ ଟ୍ରମ୍ପ, ଏବେ ଭାରତରେ ହେବ ଶସ୍ତା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
