କୋରାପୁଟ ଏ ଡ଼ିଏମଓ ଭାବରେ ଡାକ୍ତର ସାରଥୀ ପ୍ରସାଦ ମୁନିଙ୍କ ଯୋଗଦାନ
lକୋରାପୁଟ ଜ଼ିଲ୍ଲା ସଦରମହକୁମା ରେ ଗୁରୁ ବାର ନୂତନ ଏ ଡିମଓ (f w )ଭାବରେ ଡାକ୍ତର ସାରଥୀ ପ୍ରସାଦ ମୁନି ଦାଇତ୍ୱ ଗ୍ରହଣ କରିଥିବା ଜଣା ଯାଇଛି. ସେ କୋଟପାଡ଼ ରେ ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ଅଧିକାରୀ ଭାବରେ ନିଜ ଦାଇତ୍ୱ ତୁଲାଇ ରୋଗୀ ସେବା ଦେଇ ଆସୁଥିଲେ l ଏଡିଏମଓ ପ୍ରମୋସନ ରେ କୋରାପୁଟ ଠାରେ ଦାଇତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ମହଲ ରେ ଶୁବେଛା ର ସୁଅ ଛୁଟିବାରେ ଲାଗିଛି l ଏହି ଅବସର ରେ କାର୍ଯାଳୟ ର କର୍ମଚାରୀ ହରିଶ ପ୍ରସାଦ.ଫାର୍ମାସିଷ୍ଟ ସୂର୍ଯ୍ୟ କାନ୍ତ ପାଢ଼ୀ. ତାପସ କୁମାର ପରିଡା. ବୁଲୁ ଜେନା. ସନ୍ତୋଷ ପାଢ଼ୀ. ଧର୍ମୁ ବିଶ୍ୱାଳ. ଭାସ୍କର ପାଣି ଗ୍ରାହି.ନରସିଂହ ବେହେରାଙ୍କ ସମେତ ସମସ୍ତ ଡାକ୍ତର ଉପସ୍ଥିତ ଥିବାର ଜଣା ଯାଇଛି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

