November 26, 2024

Day: August 27, 2024

ରାମନାଗୁଡା ମଣ୍ଡଳ ବିଜେପିର ସଦସ୍ୟତା କର୍ମଶାଳ

    ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ମଣ୍ଡଳ ବିଜେପି ସଦସ୍ୟତା ଅଭିଯାନ-୨୦୨୪ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଭାରତମାତା...

ମାଣ୍ଡିମେରା ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ...

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ..

    ରାୟଗଡା : ରାୟଗଡା ଜ଼ିଲ୍ଲା ର ନୂତନ ଜ଼ିଲ୍ଲାପାଳ ଭାବେ ପାରୁଲ ପଟୱାରୀ ଯୋଗଦାନ ପରେ ଆଜି ପ୍ରଥମ ଥର ଚନ୍ଦ୍ରପୁର ବ୍ଲକ ଗସ୍ତ...

ବୁଦ୍ଧଖୋଲ ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ଚୟନ 

ବୁଗୁଡା : ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ରରେ ବୁଦ୍ଧଖୋଲ ଉନ୍ନୟନ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା...

ମରଣ ଯନ୍ତା ରେ ବିଷମକଟକ ଠାରୁ ଡୁକୁମ ରାସ୍ତା ପାଲଟିଛି l 

    ରାୟଗଡା :ରାୟଗଡା ଜିଲ୍ଲା ବିଷମକଟକ ଠାରୁ ଝିଗିଡି, ନିରୁଗୁଣ୍ଡି, ଡୁକୁମ ଦେଇ ରାସକୋଲl ଓ ଗୁଡାରି ସଂଯଗ କରୁଥିବା ଏକ ମାତ୍ର ରାସ୍ତା ଏବେ...

ବାଲିପଦର ମାତ୍ରୁ୍ୂଗିରୀ ଠାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନନ୍ଦ ଉତ୍ସବ ପାଳିତ..

        ବୁଗୁଡ଼ା:-ତା-୨୭-୦୮-୨୦୨୪ରିଖ ବାଲିପଦର ମାତ୍ରୁ୍ୂଗିରୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଛାତ୍ରଛାତ୍ରୀ, ଗୁରୁ ,ଗୁରୁ ମା' , ଅଭିଭାବକ ଙ୍କୁ...

ବାଲିପଦର ସତ୍ୟସାଇ ଶିଳ୍ପ ତାଲିମ କେନ୍ଦ୍ର ସର୍ବଭାରତୀୟ କ୍ଷେତ୍ରରେ ପ୍ରସଂଶିତ..

  ବୁଗୁଡ଼ା:-ତା-୨୭-୦୮-୨୦୨୪ରିଖ ବାଲିପଦର ଠାରେ ଶିକ୍ଷାବିତ୍ ସ୍ବର୍ଗତ ଟି. ରାମ ମୂର୍ତ୍ତି ଦୋରାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ସତ୍ଯସାଇ ଆଇ.ଟି.ଆଇ ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ...

ଲାଞ୍ଜିଗଡ଼ରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପାଳିତ 

ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା) ଜନ୍ମାଷ୍ଟମୀ ଉପଲକ୍ଷେ ସମଗ୍ର ଲାଞ୍ଜିଗଡ଼ ଉତ୍ସବ ମୁଖର ହୋଇଛି l ଲାଞ୍ଜିଗଡ଼ରେ ଥିବା ଗୋପୀନାଥ ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଥିଲା...

ଆଜି ନାଉଗାଁ ବ୍ଲକରେ ଜନ ଅଭିଯୋଗ ଶୁଣାଣିରେ ବ୍ଲକର ବିଗତ ଦିନର ଦୁଃର୍ନୀତି,ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଓ ବିଦ୍ୟାଳୟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଅନୁରୋଧ କଲି

ଆଜି ନାଉଗାଁ ବ୍ଲକରେ ଜନ ଅଭିଯୋଗ ଶୁଣାଣିରେ ବ୍ଲକର ବିଗତ ଦିନର ଦୁଃର୍ନୀତି,ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଓ ବିଦ୍ୟାଳୟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଅନୁରୋଧ କଲି।ଅଭିଯୋଗ...

ଜନ ସଚେତନତା ରଥର ଶୁଭାରମ୍ଭ ..

ଗୁଣୁପୁର ତା ୨୭-୦୮-୨୦୨୪ ରିଖ ଦିନ ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଜନସଚେତନତା ରଥର ଶୁଭାରମ୍ଭ କରିଥିଲେ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା ।...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.