April 24, 2026

ଅତାବିରାରେ ମନକି ବାତ୍ କାର୍ଯ୍ୟକ୍ରମ

IMG-20250727-WA0038
Share

 

 

ଆଜି ରବିବାର ପୂର୍ବାହ୍ନ ୧୧ଟା ସମୟରେ ବରଗଡ ଜିଲା ଅତାବିରା ବ୍ଲକ ବିଜେପି କାର୍ଯ୍ୟାଳୟରେ ମନକି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ,ହିର୍ଲିପାଲି ଗ୍ରାମ ପଂଚାୟତର ସମିତିସଭ୍ୟ ବିଦ୍ୟାଧର ପ୍ରଧାନ,ଅମିତ ସାହୁ,ମନୋଜ ସୁପକାର,ପିଣ୍ଟୁ ମେହେର,ମନୋଜ ପ୍ରଧାନ,ଲଲିତ କର୍ମୀ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇ ନରେନ୍ଦ୍ର ମୋଦୀକଂ ମନକି ବାଦ କାର୍ଯ୍ୟକ୍ରମ ଶ୍ରବଣ କରିଥିଲେ |