April 26, 2026
IMG-20250627-WA0020
Share

 

ଘୋଷ ଯାତ୍ରା ଅବସରରେ ଅଗଣିତ ଭକ୍ତ, ମୋହନା ବିଧାନସଭା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଙ୍କୁ ରଥଯାତ୍ରା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା କରୁଛି।

ଶ୍ରୀଯୁକ୍ତ ଜଗବନ୍ଧୁ ଦାସ

ପୂର୍ବତନ ବିଜେଡି ଜିଲ୍ଲା ସଭାପତି, ଗଜପତି, ଓଡ଼ିଶା।