
ଘୋଷ ଯାତ୍ରା ଅବସରରେ ଅଗଣିତ ଭକ୍ତ, ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣଙ୍କୁ ରଥଯାତ୍ରା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା।
ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ
ବିଧାୟକ , ମୋହନା ନିର୍ବାଚନ ମଣ୍ଡଳୀ ଗଜପତି, ଓଡ଼ିଶା।