
ଘୋଷ ଯାତ୍ରା ଅବସରରେ ଅଗଣିତ ଭକ୍ତ, ମୋହନା ଅଞ୍ଚଳ ର ଜନସାଧାରଣ ଏବଂ ମୋହନା ବଣିକ ସଂଘ ର ସମସ୍ତ ସଭ୍ୟ ସଭ୍ୟା ଙ୍କୁ ରଥ ଯାତ୍ରା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା।
ଶ୍ରୀଯୁକ୍ତ ମନୋଜ କୁମାର ସାହୁ
ବିଶିଷ୍ଟ ଶିଳ୍ପପତି
ମୋହନା, ଗଜପତି, ଓଡ଼ିଶା