ବେଗୁନିଆ ମା ତାରିଣି ମନ୍ଦିର ପରିସରରେ ବିଶ୍ଵ ଶାନ୍ତି ମହାଯଜ୍ଞ

ବେଗୁନିଆ ବ୍ଳକ (ଉପାନ୍ତଖବର ମାନସ ରଞ୍ଜନ କର) ବେଗୁନିଆ ଗ୍ରାମର ମା ତାରିଣି ଦେବିଙ୍କ ପିଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି
ପୋରଧା ସୁବାସ ଚନ୍ଦ୍ର ପଣ୍ଡା, ପ୍ରତିଷ୍ଠାତା ପ୍ରତୋଷ ସୁବୃଦ୍ଧି, ସଭାପତି ରବିନ୍ଦ୍ର କୁମାର ପ୍ରଧାନ, ଉପ ସଭାପତି ପ୍ରସନ୍ନ କୁମାର ବାରିକ,ସହ ସଂପାଦକ ସରୋଜ କୁମାର ବେହେରା, କୋଷା ଦକ୍ଷ ପିତବାସ ସାହୁ, ପରିଚାଳନା କମିଟିରେ ବିରକିଶୋର ମହାରଣା, କେଳୁଚରଣ ଦାସ, ନାରାୟଣ ରାଉତ, ମାଧବ ସାହୁ, ଆଲୋକ ମହାନ୍ତି, ବସନ୍ତ କୁମାର ସାହୁ, ଦିଳିଯି କୁମାର ସାହୁ, ଗିରିଜା ପ୍ରସନ୍ନରାଉତରାୟ,ଯୋଗିନାଥମାଣିକ, କାବୁଲାସାହୁ, ଲକ୍ଷ୍ମୀଧର ଜେନା, ଲଲାଟ ଇନ୍ଦୁ ସାହୁ, ଲିଙ୍ଗରାଜ ସାହୁ, ଲୋକନାଥ ବରାଡ, ମାନସ ରଞ୍ଜନ ମିଶ୍ର, ନୃସିଂହ ଚରଣ ମହାପାତ୍ର, ପବିତ୍ର କୁମାର ସାହୁ, ପ୍ରମୋଦ କୁମାର ଦାସ, ଶିଶିର କୁମାର ଛୁଆଳସିଂହ, ତପନ କୁମାର ରାଉତ, ତ୍ରିଲୋଚନ ବେହେରା, ପ୍ରଭାତ କୁମାରବରାଡ,ମହେଶ୍ଵର ମହାରଣା ଓ ସଂପାଦକ ସର୍ବେଶ୍ୱର ସାହୁ ବେଗୁନିଆ ଗ୍ରାମବାସି ଏକାଠି ହୋଇ ଶାନ୍ତିଶୃଙ୍ଖଳାର ସହିତ ଯଜ୍ଞକାମ ଶେଷ କରିଥୀଲେ
