April 27, 2026

ଓଡିଶା ବଞ୍ଚାଓ ସମାବେଶ କୁ ନେଇ ସାମ୍ବାଦିକ ସମ୍ମିଳନୀ …

kkjbk
Share

ଭୁବନେଶ୍ୱେର ପ୍ରଦେଶ କଂଗ୍ରେସ କାର୍ଯାଳୟ ଠାରେ ଓଡିଶା ବଞ୍ଚାଅ ସମାବେଶ ପାଇଁ ଏକ ସାମ୍ବାଦିକ ସମ୍ମିଳନି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସୋମବାର ୨୯ତାରିଖ ଦିନ ଏ ଆଇ ସିସି ସଭା ପତି ଶ୍ରୀଯୁକ୍ତ ମାଲିକାର୍ଜୁନ ଖଡ଼ଗେଜୀ ଙ୍କ ଓଡିଶା ଗସ୍ତରେ ଅସୁଛନ୍ତିକି ଲଏର ପିଏମଜି ଠାରେ ଓଡିଶା ବଞ୍ଚାଅ ସମାବେଶ ରେ ଯୋଗ ଦେବା ପାଇଁ ସମାବେଶ ପରେ ଷ୍ଟେଟ ଗେଷ୍ଟ ହାଉସ ରେ ଦଳୀୟ ନେତୃ ବୃନ୍ଦଙ୍କ ସହ ଆଲୋଚନା ହବାର କାର୍ଯ୍ୟ କ୍ରମ ରହିଛି ବୋଲି ସଭା ପତି ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ପୂର୍ବତନ ପିସିସି ସଭା ପତି ଶ୍ରୀ ଜୟଦେବ ଜେନା ଙ୍କ ସମେତ ବରିଷ୍ଟ ନେତା ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ ।
(କୋରାପୁଟ ଜିଲ୍ଲା କୋଟପାଡ଼ରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଉପାନ୍ତ ଖବର )