March 9, 2026
ajiro khabar
Share

 

 

୧-୧୨ଟି ବିଭାଗର ୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଦୁର୍ନୀତି ଠାରୁ ରୁହ ଦୂରରେ।

 

୨-ଭୁବନେଶ୍ୱର:କଡ଼ା ସୁରକ୍ଷା ବଳୟରେ ବିଧାନସଭା, ଅଧିବେଶନରେ ମୁତୟନ ହେବେ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ।

 

୩-୧୦ ବର୍ଷରେ ୫୦୦ ବିଲିଅନ ଡଲାର ଛୁଇଁବ ଓଡିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ

 

୪-ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ଜାରି।

 

୫-ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକ:ଡିଭାଇଡରକୁ ଭାଙ୍ଗି କଣ୍ଟେନରକୁ ଧକ୍କା ଦେଲା ବୋଲେରୋ, ୩ ମୃତ ଓ ୨ ଗୁରୁତର।

 

୬-OAVET ଏବଂ OMAVET ପରୀକ୍ଷା 2026 ପାଇଁ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ଡିସେମ୍ବର ୧ ଯାଏଁ ବୃଦ୍ଧି।

 

୭-ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର 7ରେ ଆଉଥରେ ହେବ ASO ମେନ୍ ପରୀକ୍ଷା । ପୂର୍ବରୁ ଜୁଲାଇ ୧୩ରେ ହୋଇଥିଲା ମୁଖ୍ୟ ଲିଖିତ ପରୀକ୍ଷା।

 

୮-ପନ୍ଦର ହଜାର ଲାଞ୍ଚ ନେଇ ଫସିଗଲେ ସରକାରୀ ବାବୁ;କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ନିକିରେଇ ଏଆରଆଇ ଅଭିମନ୍ୟୁ ବେହେରାଙ୍କୁ ଧରିଛି ଭିଜିଲାନ୍ସ।

 

୯-KISS ରେ ୨୦ ହଜାର ଛାତ୍ରୀଙ୍କୁ ଶାଲ୍‍ ଓ ୨୦ ହଜାର ଛାତ୍ରଙ୍କୁ ସ୍ୱେଟର ବାଣ୍ଟିଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

 

୧୦-ପଦ ଛାଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଦେବାଶିଷ; କହିଲେ, ବିଜୁ ବାବୁଙ୍କ ଆଦର୍ଶରେ ଚାଲୁନାହିଁ ବିଜେଡି, ଦଳ ହୋଇଯାଇଛି ବ୍ୟୁରୋକ୍ରାଟିକ୍।

 

୧୧-ବାଂଲାଦେଶୀ ଚିହ୍ନଟ ଓ ଦେଶାନ୍ତର ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ଓଡ଼ିଶା ହାଇକୋର୍ଟ।

 

୧୨-କୋରାପୁଟ ଜିଲ୍ଲାରେ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାନୀୟ ଜଳ ସୁବିଧା କଲା ବେଦାନ୍ତ ଆଲୁମିନିୟମ।

 

୧୩-ବଙ୍ଗୋପସାଗରରେ ପୁଣି ଲଘୁଚାପ : ଶ୍ରୀଲଙ୍କା ଅଞ୍ଚଳରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ।

 

୧୪-ପୁଣି ତଡ଼ାଖାଇଲେ ଆନ୍ଧ୍ର ଅଧିକାରୀ; କୋଟିଆ ପଞ୍ଚାୟତ ହରମାଣ୍ଡାଙ୍ଗିରେ କୃଷି ଓ ଜୀବନଜୀବିକା ମିଶନ ଉପରେ କରୁଥିଲେ ସର୍ଭେ।

 

୧୫-ମୃତ୍ୟୁ ପରେ ବି ରିଲିଜ ହେବ ଧର୍ମେନ୍ଦ୍ରଙ୍କ ଫିଲ୍ମ “ଇକ୍କିସ୍‌”।ଡିସେମ୍ବର ୨୫ ବଡ଼ିଦନରେ ଧର୍ମେନ୍ଦ୍ରଙ୍କ ଏହି ଫିଲ୍ମ ରିଲିଜ ହେବ।

 

୧୬-୨୦୨୬ ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ହେବେ ରୋହିତ ଶର୍ମା, ଆଇସିସି କଲା ବଡ଼ ଘୋଷଣା।

 

୧୭-କୋଲକାତା:ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି -ମମତା

 

୧୮-ଅପରେସନ ସିନ୍ଦୂର ପରେ ବଢ଼ିଲା ବ୍ରହ୍ମୋସର ଡିମାଣ୍ଡ:୪୫୦ ମିଲିଅନ ଡଲାରର ହେଲାଣି ଡିଲ୍ !

 

୧୯-ଅରୁଣାଚଳ ପ୍ରଦେଶ ଆମର ଅଭିନ୍ନ ଅଙ୍ଗ, ବିଳାପ କଲେ କିଛି ହେବନି; ଚୀନକୁ ଭାରତର ଜବାବ।

 

୨୦-ପ୍ରକୃତିର କରାଳ ରୂପ। ଛାରଖାର ହୋଇଯାଇଛି ଭିଏତନାମ। ଜଳବାୟୁ ପରିବର୍ତ୍ତନ ପାଇଁ ଭିଏତନାମରେ ଏହିଭଳି ପରିସ୍ଥିତି ଉପୁଜିଛି ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏