April 30, 2026

ରାଷ୍ଟ୍ରୀୟ ସମାଜସେବୀ ସଂଗଠନ ଓଡିଶା ପକ୍ଷରୁ ଗତକାଲି ସୋମବାର ରେ ନୂଆ ଜୈନ କରିଥିବା କଟକ ଆରକ୍ଷୀ ଅଧିକ୍ଷକ

IMG-20250826-WA0026
Share

ଗ୍ରାମାଞ୍ଚଳ ଏସପି ( ଆଇ ପି ଏସ ) ଶ୍ରୀ ବିନୀତ ଅଗ୍ରୱାଲ ସାର ଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସଂଗଠନ ର ରାଜ୍ୟ ସଭାପତି କୁଞ୍ଜବିହାରୀ ବେହେରା ଏବଂ ରାଜ୍ୟ ସମ୍ପାଦକ ଆଶିଷ କୁମାର ପତି ଉତ୍ତରୀୟ ଏଵଂ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସଂଗଠନ ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ, ସଭ୍ୟ /ସଭ୍ୟା

ସସ୍ମିତା ମାଝୀ, ଗୀତାଞ୍ଜଳି ନାୟକ ଏଵଂ ଶଙ୍କର୍ଷଣ ସ୍ୱାଇଁ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ, ଏହି ଅବସରରେ ଏସପି ଶ୍ରୀ ଅଗ୍ରୱାଲ ସାର ସଂଗଠନ ର ସମାଜସେବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ,

You may have missed