ପବିତ୍ର ଜନ୍ମାଷ୍ଟମୀ ଅବସରରେ ଇନ୍ନର ହୁଇଲ କ୍ଲବ ଶ୍ରୀଜଗନ୍ନାଥ ଧାମ ପକ୍ଷରୁ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20240826-WA0068
Share

ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଇନ୍ନରହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ, ପୁରୀ ପକ୍ଷରୁ ବଡଦାଣ୍ଡ ର ବାଘଆଖଡ଼ା ମଠରେ ଚିକିତ୍ସାଧୀନ ଥିବା ଷଣ୍ଢ, ବଳଦ, ଗାଇମାନଙ୍କୁ ସେବା ଯୋଗାଇ ଦିଆଯାଇଛି l ଏହି କାର୍ଯ୍ୟକ୍ରମକୁ ପୁରୀଜିଲ୍ଲା ଇନ୍ନର ହୁଇଲ କ୍ଲବର ଅଧକ୍ଷା ମୁନମୁନ ଦାସଗୁପ୍ତାଙ୍କ ସହିତ ପନ୍ଦର ଜଣରୁ ଉର୍ଦ୍ଧ ସଦସ୍ୟା ବାଘ ଆଖଡ଼ା ମଠରେ ଚିକିତ୍ସାଧୀନ ଷଣ୍ଢ ଗାଇ ବଳଦଙ୍କ ନିକଟକୁ ଯାଇ ଘାସ ଖୁଆଇ ସେମାନେ ଚଳୁଥିବା ପରିବେଶ କୁ ସଫାକରିବା ସହିତ ଚୋକଡ, ଚୁନା, କୁଣ୍ଡା, ଘାସ ସହିତ କିଛି ଔଷଧ ସହଯୋଗ କରି ଆସିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed