July 26, 2026

ଲକ୍ଷ ଲକ୍ଷ ଭକ୍ତ ପାଇଲେ ମହାପ୍ରଭୁଙ୍କ ପନ୍ତି ଭୋଗ

IMG-20260726-WA0007
Share

ପବିତ୍ର ବାହୁଡା଼ ଯାତ୍ରା ଏବଂ ସୁନାବେଶ ରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ପନ୍ତି ଭୋଗ ପ୍ରଦାନ l ପୁରୀଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ର ସଭାପତି ଶ୍ରୀଧର ଜେନା ତିନି ଠାକୁରଙ୍କ ନିମନ୍ତେ ପନ୍ତି ଭୋଗର ଆସର ନିଜ ଛାତ ଉପରେ କରିଥିଲେ l ତିନିରଥ ର ପୂଜାପଣ୍ଡା ଆସି ଏହି ପନ୍ତି ପୂଜା କରିବା ପରେ ଶ୍ରୀଧର ଜେନା ଏବଂ ତାଙ୍କ ପୁତ୍ର ଏହି ପଂତିଭୋଗ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଦାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ