July 26, 2026

ମାନବସେବା ହିଁ ପ୍ରକୃତ ମାଧବସେବା

IMG-20260726-WA0006
Share

 

ଏହି ପଦିଏ ଶବ୍ଦର ପ୍ରକୃତ ଅର୍ଥଟିକୁ ନିଜ ଜୀବନର ସର୍ବଶ୍ରେଷ୍ଠ ମୂଳମନ୍ତ୍ର ବୋଲି ସତ ହୃଦୟରୁ ଉଚ୍ଚାରଣ କରି ସଦାସର୍ବଦା ଅହରହ ଆପ୍ରାଣପ୍ରଚେଷ୍ଠା ଜନିତ ପ୍ରକୃତ ସମାଜସେବା କାର୍ଯ୍ୟକଳାପ କରି ଧୀରେ ଧୀରେ ନିଜ ଲକ୍ଷ୍ୟ ସ୍ଥଳରେ ଆଗକୁ ଆଗକୁ ବଢ଼ିବାରେ ଲାଗିଛି ଏହି *ଆନ୍ତର୍ଜାତୀୟ ମାନବାଧିକାର ବାହିନୀ l

ହଁ ଆଜ୍ଞା,ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱଜିତ ମଳିକ ଙ୍କ ପ୍ରଚେଷ୍ଟାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ 5000-ରୁ ଉର୍ଦ୍ଧ ଲୋକଙ୍କପାଇଁ ରନ୍ଧାଖାଦ୍ୟ ବଣ୍ଟନପରେ ଆଜି ମହାପ୍ରଭୁ ଶ୍ରୀ-ଜଗନ୍ନାଥଙ୍କର ପବିତ୍ର ବାହୁଡା଼ଯାତ୍ରା ଉପଲକ୍ଷେ ମଧ୍ୟ ପାଣିପାଗ ସୂଚନା ମୁତାବକ ବର୍ଷାହେବାର ସମ୍ଭାବନା ପାଇ, *ରନ୍ଧାଖାଦ୍ୟ ବଦଳରେ ଶୁଖିଲା ଖାଦ୍ୟର* ବଣ୍ଟନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଛନ୍ତି ଆମ ଏହି IHRFସଙ୍ଗଠନର ସମସ୍ତ ସକ୍ରିୟ କର୍ମକର୍ତ୍ତାଗଣ,ବଡଦାଣ୍ଡ ଉପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଆଗମନ ଓଃ ଚଳପ୍ରଚଳ ହେଉଥିବା ଶରଧାବାଲି ଉପରେ ଛିଡ଼ାହୋଇ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ତାଙ୍କସହିତ ତାଙ୍କର ଲକ୍ଷାଧିକ ଭକ୍ତଗଣଙ୍କ ଭିଡଭିତରେ ଥାଇ, ପୁଣି ତାଙ୍କରି ଅନେକ ସେହି ପ୍ରକୃତ ଭକ୍ତ ଓଃ ଶ୍ରଦ୍ଧାଳୁ ଗଣଙ୍କର ସାମାନ୍ୟତ୍ତମଃ ସେବାଯତ୍ନ କରି ତାଙ୍କର ଆଶ୍ରିବାଦ ଜନିତ ପୁର୍ଣ୍ୟଫଳ ପ୍ରାପ୍ତି କରିବାର ସେ ଯେଉଁ ମନୋରମ ଅପୂର୍ବ ଅନୁଭୁତି ସତରେ ତାହାର ବର୍ଣ୍ଣନା କରିବାଟା ଆମ ପକ୍ଷରେ ସମ୍ପୂର୍ଣ୍ଣ ଅତୁଳନୀୟ ଅନୁଭୁତି ବୋଲି କହୁଛନ୍ତି ଏହି IHRF TEAM କି ଆତ୍ମତୃପ୍ତି ଏବଂ କି ଆନନ୍ଦମୟ ଅନୁଭୁତି ସାଉଣ୍ଟୁଛନ୍ତି ଏହି ପ୍ରକୃତ ନିଷ୍ଠା ଓଃ ନିସ୍ଵାର୍ଥପର ସମାଜସେବୀ ଗଣ, ତାହାର ପ୍ରକୃତ ମାହାତ୍ମ୍ୟଟିକୁ ଅନ୍ୟମାନେ କେହି ନ ବୁଝି ପାରିଲେ ସୁଦ୍ଧା ନିଜ ସତହୃଦୟରୁ ହୃଦୟଙ୍ଗମ ନିଶ୍ଚୟ କରିପାରୁଥିବେ ଏ ସଭ୍ୟସମାଜର ସମସ୍ତ ପ୍ରକୃତ ସତ୍ୟ ଓଃ ନ୍ୟାୟବାଦୀ ବରିଷ୍ଠ ନାଗରିକ ଓଃ ପରଉପକାରୀ,ସମାଜସେବୀ ବୁଦ୍ଧିଜୀବୀଗଣ

ଏଭଳି ମହତ କାର୍ଯ୍ୟଟିକୁ ନିଜ ସତହୃଦୟରୁ ହୃଦୟଙ୍ଗମ କରିପାରୁଥିବା ବ୍ୟକ୍ତିବିଶେଷ ଗଣଙ୍କ ପ୍ରତିଉତ୍ତର ପାଇପାରିଲେ ଆମ୍ଭେମାନେ ମଧ୍ୟ ତାଙ୍କୁ ଆମର *IHRF NEXT TEAM🇮🇳WORK* ସମାଜସେବୀ କାର୍ଯ୍ୟକଳାପରେ ଉପସ୍ଥିତ ରହିବା ସଦସ୍ୟବୃନ୍ଦଙ୍କ ଗଣନାରେ ନିଶ୍ଚୟ ଗଣିବୁ ବୋଲି ଦୃଢ଼ ପ୍ରତିଜ୍ଞାବାଦୀ ପ୍ରତିଶ୍ରୁତି ପ୍ରଦାନ କରୁଅଛୁ କହିଛନ୍ତି ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱଜିତ ମଲ୍ଲିକ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l