June 10, 2026

ରାମବଳରାମ ଅବତାରରେ ଦର୍ଶନ ଦେଲେ ଛତୁର୍ଦ୍ଧା ମୂର୍ତ୍ତି କଂଗ୍ରେସ କର୍ମୀଙ୍କ ଦ୍ୱାରା ଅନ୍ନ ପ୍ରସାଦ ବଣ୍ଟନ

IMG-20230626-WA0015
Share

ରାମବଳରାମ ଅବତାରରେ ଦର୍ଶନ ଦେଲେ ଛତୁର୍ଦ୍ଧା ମୂର୍ତ୍ତି କଂଗ୍ରେସ କର୍ମୀଙ୍କ ଦ୍ୱାରା ଅନ୍ନ ପ୍ରସାଦ ବଣ୍ଟନ

କୋଟପାଡ଼ : କୋଟପାଡ଼ ବଡ଼ ଦାଣ୍ଡରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା. ବିଧାୟିକା. ପଦ୍ମିନୀ ଦିଆନ. ସାଂସଦ ଆଶାୟୀ ପ୍ରାର୍ଥୀ ଭୁଜବଳ ମାଝୀ. ଏସ ଡି ସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ସମସ୍ତ ଭକ୍ତ ଙ୍କ ଗହଣ ରେ ପ୍ରସାଦ ସେବନ କରିଥିଲେ.ସମସ୍ତ ସରକାରୀ ଏବଂ ବେ ସରକାରୀ ଅନୁଷ୍ଠାନ ର କର୍ମଚାରି ଙ୍କ ସହ ଆନନ୍ଦ ବଜାରରେ.ବହୁ ଆନନ୍ଦରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ.ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ସକୀର ହୁସେନ ଅଧ୍ୟକ୍ଷ ସଙ୍କର ରାଓ. ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି. ଘନ ଶ୍ୟାମ ବିଶୋଇ. କାଳୀ କୃଷ୍ଣ ହୋତା. ବାପୁନ ମିଶ୍ର. ଗୁପ୍ତ ସ୍ୱାଇଁ. ବୁଲୁ ହୋତା. ଙ୍କ ସମେତ ଦଳର କର୍ମୀ ମାନେ ପରିଚାଳନା କରିଥିବା ଜଣାଯାଇଛି.ସତ୍ୟସାଇ ବାବା ସମିତି ସହଯୋଗରେ ଏବଂ ମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରତିଦିନ କୋଟପାଡ଼ର ସମସ୍ତ ଭକ୍ତଙ୍କ ଲାଗି ଅନ୍ନପ୍ରସାଦର ବ୍ୟବସ୍ଥା ହେଉଅଛି.
କୋରାପୁଟ ଜ଼ିଲ୍ଲା ପ୍ରତିନିଧି
ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା