May 10, 2026

ଉମରକୋଟ ଠାରେ ପହଲଗାଁଓ ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ମୁସଲମାନ ସଂଘଠନ ପକ୍ଷରୁ ବିରୋଧ ପ୍ରଦର୍ଶନ……..

IMG-20250426-WA0047
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ବରୋଧରେ ଉମରକୋଟ ଥିବା ମୁସଲମାନ ସଂଘ ପକ୍ଷରୁ ଉମରକୋଟ ଠାରେ ବିରୋଧ ପ୍ରଦର୍ଶନ କରାଯାଇଛି।ସ୍ଥାନୀୟ ମସଜିଦ ପରିସର ଏକ ରେଲ୍ଲୀ ବାହାରି ସହର ର ଗାନ୍ଧୀ ଛକ ଭଞ୍ଜ ମଣ୍ଡପ ହୋଇ ଗଜପତି ଛକ ହୋଇ ମସଜିଦ ପହଂଚି ଏକ ଶକ ସଭା କରିଥିଲେ ମୃତକ ଙ୍କ ଆମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଭାରତର ନିରୀହ ଲୋକଙ୍କୁ କାଶ୍ମୀର ରେ ନିର୍ମମ ଭାବେ ଧର୍ମ ପଚାରି ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ଏବଂ ଆତଙ୍କବାଦୀ ଙ୍କୁ ସହଯୋଗ କରୁଥିବା ପଡୋଶୀ ଦେଶ ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଥିଲି ଏହି ବିରୋଧ ପ୍ରଦର୍ଶନ ସମୟ ରେ ସଲିମ ରାଠୋର, ଅଲି ଲାଠିଆ, ମୋସିନ ଲାଠିଆ, ଅନିଶ ସୁନୀ, ସୈଫ ହିଙ୍ଗରା ସହ ବହୁ ସଂଖ୍ୟା ରେ ମୁସଲମାନ ଯୁବକ ଅଂଶ ଗ୍ରହଣ କରିଥିଲେ।