April 26, 2026
IMG-20260326-WA0027
Share

 

 

ଭୁବନେଶ୍ବର ( ଦେବାଶିଷ ଦାଶ )

 

ରାଜଧାନୀ ଭୁବନେଶ୍ବର ଓ କଟକରେ କାଳବୈଶାଖୀର ତାଣ୍ତବ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ପବନ ଆଉ କୁଆପଥର ବର୍ଷା ହୋଇଛି । ପାହାଳ, ରସୁଲଗଡ଼ ସହ ଏକାଧିକ ଜାଗାରେ କୁଆପଥର ମାଡ଼ । ସେପଟେ କଟକରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଟ୍ବିନସିଟିରେ ଏବେ କାଳବେଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାବେଳେ ରାଜ୍ୟର ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି। କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ୪୦ରୁ ୫୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହଇପାରେ ।