April 25, 2026

କୋକେନକୁ ନେଇ କୁଜଙ୍ଗ କୋର୍ଟ ରେ ଜବାବ ସୁଆଲ …

jkhik
Share

                                                                                                                             ଗତ ନଭେମ୍ବର ୩୦ ତାରିଖ ଠାରୁ ପାରାଦୀପ ପିଆଇସିଟି ବର୍ଥ ମଧ୍ୟରେ ଥିବା ଭେସେଲ ଦେବୀ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବା ଘଟଣାରେ ଅଦ୍ୟାବଧି କାହାକୁ ଗିରଫ କରାଯାଇ ନଥିବା ବେଳେ ଭେସେଲକୁ ଖଲାସ଼ ପାଇଁ କୁଜଙ୍ଗ କୋର୍ଟରେ ଚାଲିଲାଣି ଲଢେଇ । ଭେସେଲର ମାଲିଙ୍କ ତରଫରୁ ଦୁଇଜଣ ଭିଏତନାମ ନାଗରିକ କୁଜଙ୍ଗ କୋର୍ଟ ଆସିଥିବା ବେଳେ ଏବେ ତାଙ୍କ ପାଇଁ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟରୁ ଆଇନୀଜୀବୀ ଆସି ଜାବାବ ସୁଆଲ ଆରମ୍ଭ କରିଛନ୍ତି । କୁଜଙ୍ଗ କୋର୍ଟରେ ଗତ ୫ ତାରିଖ ରେ ଦେବୀ ଭେସେଲକୁ ମୁକୁଳାଇବା ପାଇଁ ଆବେଦନ ହୋଇଥିବା ବେଳେ ଗତ କାଲି ଶୁଣାଣି ସରିଛି । ତାହା ଆସନ୍ତା ୩୦ ତାରିଖରେ ଏହାର ନିଷ୍ପତି ବାହାରିବା ନେଇ ଜଣାପଡିଛି (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )