ଚଣ୍ଡିଆପଲ୍ଲା ଗାଦିଶ୍ଵର ସାହିରେ କୁମାରି ମାନଙ୍କ କୁମାର ଉତ୍ସବ ପାଳନ
ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ଗଣ୍ଡିଆ ପଲ୍ଲା ଗାଦିଶ୍ଵର ସାହିରେ କୁମାରି ମାନଙ୍କର କୁମାର ଉତ୍ସବମା ବୄନ୍ଦା ବତି ଠାକୁରାଣିକ ପାଖରେ ପାଳନ ହୋଇଯାଇଅଛି ମୁମିତ୍ରା ବେହେରା, ମଧୁସ୍ମିତା ବେହେରା,ଲକ୍ଷ୍ମୀପ୍ରିୟା ସାହୁ, ପୂର୍ଣିମା ସାହୁ, ବୈଶାଖି ସାହୁ, ବନିତା ସାହୁ, ଅଙ୍କିତା ପ୍ରଧାନ, ସୌଭାଗ୍ୟ ଲକ୍ଷ୍ମୀ ସାହୁ, ବିଷ୍ଣୁପ୍ରିୟା ସାହୁ, ଶୁଭଶ୍ରୀ ପ୍ରଧାନ, ଅର୍ଚିତା ପ୍ରଧାନ, ପୂର୍ଣ୍ଣମି ପ୍ରିୟଦର୍ଶିନିସାହୁ ମୁଖ୍ୟ ଭାବରେ ରେସ୍କା ପ୍ରଧାନ ଉପସ୍ଥିତ ରହି ପିଲାମାନଙ୍କର ଚାନ୍ଦପୂଜା ଠାରୁ ଆରମ୍ଭ କରି ନୃତ୍ୟ, ଗିତ ସମ୍ପାଦନା କରି ଦର୍ଶକମାନଙ୍କ ଠାରୁ ଭୂରି ଭୂରି ପ୍ରସଂସା ପାଇଥିଲେ
