July 25, 2026

ହଳଦିପଡା ନିକଟ NH-16 ରେ ବିଲାତି ବୋଝେଇ ଟ୍ରକ୍ ଦୁର୍ଘଟଣା।

IMG-20260725-WA0026
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ୱର ଜିଲ୍ଲାର ହଳଦିପଡା ନିକଟସ୍ଥ ଜାତୀୟ ରାଜପଥ-୧୬ରେ ଏକ ବିଲାତି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍‌ରେ ଥିବା ବହୁ ପରିମାଣର ବିଲାତି ରାସ୍ତା କଡ଼ରେ ବିଛାଡ଼ି ହୋଇପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ସାମଗ୍ରୀ ଉଦ୍ଧାର କାମ ଚାଲିଛି .