April 29, 2026

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ ।

87a1d9eb-e2da-4584-b216-fb9548f543c7
Share

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ କଟକ ସଦର ବୟାଳିଶମୋଜା କଳପଡା ପଚାଂୟତରେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଉପସ୍ଥିତିରେ ମହିଳା ସ୍ବୟଂ ସହାୟକ ଗୋଷ୍ଟୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥାର ସଚେତନତାର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିସି ମିଶନ ଶକ୍ତି ସ୍ବାଗତିକା ପରିଡା, ସିଡିପିଓ ରଶମିତା ମହାନ୍ତି, ବିପିସି ମିଶନ ଶକ୍ତି ନିବେଦିତା ବିଶ୍ବାଳ, ବିଜେଡି ସଭାପତି ପ୍ରମୋଦ ମହାପାତ୍ର,ଡାକ୍ତର ଅରବିନ୍ଦ ନନ୍ଦ , ଚେ଼ୟାରମ୍ୟାନ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲା ପରିଷଦ ସସ୍ମିତା ମାହାଥ୍ରା, ଆଶାଲତା ବେହେରା,ମିଶନଶକ୍ତି କୋଡିନେଟର ଶରତ ରାୟ, ସରୋଜ ନାୟକ, ସମିତି ସଭ୍ୟା ପିଙ୍କି ଭୋଇ, ସ୍ଥାନୀୟ ସରପଂଚ ସବିତା ମାଝୀ,ସମର ବେହେରା,ବିଭୁତି ପରିଡା,ସମସ୍ତ ବ୍ୟାଙ୍କ ମ୍ୟାନେଜର, କଟକ ସଦର ସମସ୍ତ ବିଏଲସି,ଉକ୍ତ ଅଚଂଳର ସମସ୍ତ ଏମବିକେ, ବ୍ୟାଙ୍କ ମିତ୍ର, ସମସ୍ତ ସିଆରପି ପ୍ରମୁଖ ଉପସ୍ଥିତଥିଲେ।