June 25, 2026

୨୯ ତାରିଖ ଦିନ ଗାନ୍ଧି ମାର୍ଗରେ ମହା ସମାବେଶ

IMG-20260625-WA0052
Share

 

 

ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର )ଭୋଗଡା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସହକାରୀ ଶୀକ୍ଷକ ବଂଶୀଧର ପାଣୀ ଓ ଜୟନ୍ତି ଦେବୀ ବାଳିକା ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀଅଲକା ନନ୍ଦା ମିଶ୍ର କହିଛନ୍ତି ପୂର୍ବସରକାରଙ୍କ ସମୟରେ ପ୍ରତିଶ୍ରୁତି ପରେ ପ୍ରତି ପ୍ରତିଶ୍ରୁତି ଶେଷକୁ ନିରାଶ କିନ୍ତୁ ପୂର୍ବସରକାରଙ୍କ ସମୟରେ ପ୍ରତିଶ୍ରୁତି ଦେଇ ବର୍ତ୍ତମାନସରକାର ଥାଇ ମଧ୍ୟ କିଛି କଲେ ନାହିଁ ଯାହା ଫଳରେ ଓଡ଼ିଶାରେ ୧୯୪ଟି ଉଚ୍ଚବିଦ୍ୟାଳୟର ଅବସ୍ତା ବିନା ଦରମାରେ ହା ହା କାର ହେଉଛନ୍ତି ସେଥୀ ପାଇଁ ଓଡିଶାର ୧୯୪ ବିଦ୍ୟାଳୟର ଶିକ୍ଷାକର୍ମଚାରି ଆଜି କହିରଖୁଛୁ୩୦ତାରିଖ ସୁଧା କିଛି ବାଟ ବାହାର ନ କରିବେ ଅନୁଦାନପରିଷରଭୁକ୍ତ କରିବାକୁ ତେବେ ଆମ୍ଭେ ନିଜ ନିଜ ଜିବନ କୁ ବାଜିରଖିବାକୁ ପଛାଇବୁ ନାହିଁ ସେ ସେଥୀ ପାଇଁ ରାଜ୍ୟ ossta ର ନେତୃତ୍ୱ ଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ରାତ୍ର ଆଠ ଘଟିକା ରେ ଆମ ବ୍ଲକ୍ ରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା ଦୁଃଖର ବିଷୟ ସରକାର ଦେଇଥିବା ପ୍ରତିଶୃତି ପୂରଣ କଲେନାହିଁ ଏଥିମଧ୍ୟରେ ଛଅ ମାସ ଶେଷ ହୋଇଛି ମିଳିତ ମଞ୍ଚ ପକ୍ଷରୁ ଆହୂତ ସମାବେଶ ଆସନ୍ତା ୨୯ ରିଖ ସୋମ ବାର ଦିନ ୧୧ ଟା ରେ ଗାନ୍ଧୀ ମାର୍ଗରେ ମହା ସମାବେଶ ହେବ ଏଥିରେ ଆମେ ପ୍ରତିଟି ବିଦ୍ୟାଳୟରୁ ସମସ୍ତ କର୍ମଚାରୀ ଯୋଗ ଦେବା ପାଇଁ ଅନୁରୋଧ ।ଏହା ଆମ ମାନଙ୍କର ତଥା ସଂଗ୍ରାମୀ ସାଥି ଶିକ୍ଷକ ଶିକ୍ଷୟତ୍ରୀ ଅନ୍ୟ କର୍ମଚାରୀ ମାନଙ୍କର ଅଧିକାର ।ପୁଣି ଥରେ ସମସ୍ତଙ୍କୁ କ୍ରାନ୍ତିକାରୀ ଅଭିନନ୍ଦନ ଜଣାଇ ରହୁଛି ନମସ୍କାର।ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ଦିନିକିଆ ସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବା ।ossta ଜିନ୍ଦାବାଦ ଶିକ୍ଷକ ଏକତା ଜିନ୍ଦାବାଦ।ଆପଣଙ୍କର ସଭାପତି ସମ୍ପାଦକ ବେଗୁନିଆ ବ୍ଲକ୍ ossta।