June 23, 2026

ରାଧାକାନ୍ତପୁର ପଞ୍ଚାୟତଧାନଘର ନୂଆଗାଁରେ ଭାରତୀୟ ଜନତା ପାର୍ଟିର ଆଗାମି ପଞ୍ଚାୟତ ନିର୍ବାଚନ ପାଇଁକର୍ମୀ ସମ୍ମିଳନୀ

IMG-20260425-WA0048
Share

 

 

ବେଗୁନିଆ ବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର )ରାଧାକାନ୍ତପୁର ଧାନଘର ନୂଆଗାଁରେ ଭାରତୀୟ ଜନତା ପାର୍ଟି ତରଫରୁ ବୁଦ୍ଧିଜିବି ମାନଙ୍କୁ ନେଇ ଆସାନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଶତାଧିକ କର୍ମି ମାନଙ୍କୁ ନେଇ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ମୁଖ୍ୟଅତିଥି ଭାବରେ ଭାରତୀୟ ଜନତା ପାଟିର ଜିଲ୍ଲା ସଂପାଦକ ମାନସ ମହାପାତ୍ର, ୨୩ ଜୁନର ଜିଲ୍ଲାପରିଷଦ ସଭ୍ୟ ଓ ଭାରତୀୟ ଜନତା ପାଟିର ଜିଲ୍ଲା ସଂପାଦକ ଅନାଦି ସାହୁ, ଭାରତୀୟ ଜନତା ପାଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀନିବାସ ରାୟ, ରାଧାକାନ୍ତ ସୋସାଇଟର ସଭାପତି ରମେଶ ପ୍ରଧାନ,ମଧ୍ୟମ ମଣ୍ଡଳ ସଭାପତି ଜିତେନ୍ଦ୍ର କୁମାର ସାହୁ,ରାଧାକାନ୍ତପୁର ପଞ୍ଚାୟତର ଯୁବ ନେତୃତ୍ଵ ବିଜୟ ବେହେରା,ସଦାସିବ ସୁନ୍ଦରା, ଗଣେଶ୍ଵର ସ୍ଵାଇଁ, ପଦ୍ମଲୋଚନ ପଣ୍ଡା, ବିନୋଦ କୁମାର ବେହେରା, ସନ୍ତୋସନାୟକ, ବିଦ୍ୟାଧର ପ୍ରଧାନ, ନିଗମ ପ୍ରସାଦ ପରିଡା, ଜଗନ୍ନାଥସୁନ୍ଦରା,ଅଜୟ କୁମାର ବେହେରା ଓ ଶତାଧିକ କର୍ମୀ ଏକାଠୀ ହୋଇ ଶାନ୍ତି ଶୃଙ୍ଖଳାର ସହିତ କର୍ମି ସମ୍ମିଳନୀ ଶେଷ କରିଥିଲେ

You may have missed