August 24, 2026

ପଞ୍ଚମ ଥର ପାଇଁ ମୋହନା ଓକିଲ ସଂଘର ସଭାପତି ହେଲେ ରବୀନ୍ଦ୍ର କୁମାର ନାୟକ ….

huihihi
Share

ଗଜପତି ଜିଲ୍ଲା ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ଓକିଲ ସଂଘ (ବାର ଆସୋସିଏସନ)ର ସଭାପତି ହେଲେ ରବୀନ୍ଦ୍ର କୁମାର ନାୟକ, ସେ ବର୍ତ୍ତମାନ କୁ ମିଶାଇ ପଞ୍ଚମ ଥର ନିମନ୍ତେ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି।ସେ ଜଣେ ସଚୋଟ ମିଷ୍ଟଭାଷୀ ଓକିଲ ଅଟନ୍ତି।ତାଙ୍କୁ ସଙ୍ଘ ପଞ୍ଚମ ଥର ନିମନ୍ତେ ନିର୍ବାଚିତ କରିଛନ୍ତି।ଏହା ସହ ଉପ-ସଭାପତି ଭାବେ ସୀମାଞ୍ଚଳ କାର୍ଜି, ସମ୍ପାଦକ ହେଲେ ପଦ୍ମନାଭ ପତି, ସହ-ସମ୍ପାଦକ ହେଲେ ସୁଶାନ୍ତ କୁମାର ମଲ୍ଲିକ, କୋଷ।ଦକ୍ଷ ହୋଇଛନ୍ତି ଯୋଗେନ୍ଦ୍ର ରଥ ଏହା ସଙ୍ଗେ ବରିଷ୍ଠ ତିନି ଜଣ ଓକିଲ କୁ ଉପଦେଷ୍ଟା ଭାବେ ମନୋନୀତ କରିଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି।ଆଜି ନିର୍ବାଚନ ଘୋଷଣାର ଶେଷ ଦିବସ ଥିଲା।