April 25, 2026

ପାରଳାଖେମୁଣ୍ଡି ବାର ଆସୋସଏସନର ସଭାପତି ସିଦ୍ଧେଶ୍ୱର ମିଶ୍ର ଓସମ୍ପାଦକଭାବେ ଏମ.ପୃଥିଭିରାଜ ନିର୍ବାଚିତ

khuuiyiu
Share

 

ପାରଳାଖେମୁଣ୍ଡି:୨୫/୩(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ବାରଆସୋିଏସନର କର୍ମକର୍ତ୍ତା ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଯାଇଛି l ଏହି ନିର୍ବାଚନରେ ବାର ଆସୋସିସନର ସଭାପତି ଭାବେ ଆଇନଜୀବୀ ସିଦ୍ଧେଶ୍ୱର ମିଶ୍ର, ସମ୍ପାଦକ ଏମ. ପୃଥିଭିରାଜ, ଉପସଭାତି ଆର. ବାବୁରାଓ, ଯୁଗ୍ମ ସମ୍ପାଦକ ସତ୍ୟନାରାୟଣ ପାଢ଼ୀ,କୋଷାଧ୍ୟକ୍ଷ ଭାବେ ସଂସାଙ୍କ
ଶେଖେର ସାବତ, ଲାଇବ୍ରେରୀଆନ ଭାବେସନ୍ଦୀପ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତିକାର୍ଯ୍ୟକାରୀ ସଦସ୍ୟ ଭାବେ ଜିତେନ୍ଦ୍ର ପଟ୍ଟନାୟକ, ଏମ ଗୋପାଲ ରାଓ, ୱାଇ. ଏସ. କୁମାର, ଗୌରୀ ଦେବୀ, ବି.ଚନ୍ଦନ ପଟ୍ଟନାୟକ ଏବଂ ବି.ବିଶ୍ୱନାଥମ ପ୍ରମୁଖ ଆଇନଜୀବୀ ନିର୍ବାଚିତ ହୋଇଛନ୍ତି ନିର୍ବାଚନ ଅଧିକାରୀ ଭାବେଆଇନଜୀବୀ କେ.ତାତେୟା ଦାୟିତ୍ଵ ତୁଲାଇଥିଲେ l