April 27, 2026

ଶେଷ ହେଲା ବ୍ଲକ ସ୍ଥରୀୟ ଶିଶୁ ମୋହସ୍ବବ ସୁରଭି 

IMG-20251024-WA0046
Share

ରାୟଗଡା ଜିଲ୍ଲା କାଶିପୁର ସରକାରୀ ଉଚ୍ଚଇଂରାଜୀ ବିଦ୍ୟାଳୟ ଠାରେ ଖୁବ ଆଡ଼ମ୍ବର ସହକାରେ ସୁରଭି 2025ସମାପ୍ତ ହୋଇଛି ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥିଭାବେ ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସାରସ୍ୱତୀ ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଙ୍କ ମଧ୍ୟରୁ କାସିପୁର ଥାନା ଅଧିକାରୀ ଶ୍ରୀ ଦେବଦତ୍ତ ମଲ୍ଲିକ ଗୋଷ୍ଠୀ ଶିକ୍ଷା ଅଧୁକାରୀ ଶ୍ରୀ ଉମର ସିଂ ମାଝୀ ଅତିରକ୍ତ ଶିକ୍ଷାଧିକାରୀ ପବିତ୍ର ନାଏକ ପଞ୍ଚଶଖା ଶିକ୍ଷାସେତୁ କମିଟି ଅଧକ୍ଷ୍ୟ ବୃନ୍ଦାବନ ସାହୁ କାଶିପୁର ହାଇସ୍କୁଲ ସଭାପତି ବଟ କୃଷ୍ଣ ନାଏକ N P C ଅଧକ୍ଷ୍ୟ ସମନାଥ ଗୋରଡ଼ା ପ୍ରଧାନ ଶିକ୍ଷକ ଲୋଚନ ଖରା ସାଂସଦ ପ୍ରତିନିଧି ସାନ୍ଦୁ ମାଝୀ MA L ଙ୍କ ପ୍ରତିନିଧି ଜୀଜରୁ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଜିତେନ୍ଦ୍ର ବୈଦ୍ୟ ଜିତେଶ ନାଏକ ଅରୁଣ ଆଚାର୍ଯ୍ୟ ଓ ଉଦଘଶିକା ସୁପ୍ରଭା ଦାସ ଓ ଉଦଘାସିକା ଅରୁଣ ନାଏକ ସମସ୍ତ କାର୍ଯ୍ୟକ୍ରମ କୁ ସରୁଖୁରୁ ରେ ସମାପନ କରିଥିଲେଏହି ଅବସରରେ କାଶୀପୁର ବ୍ଳକ ର 24ଟି ପଂଚାୟତ ର 18ଟି କ୍ଳଷ୍ଟର ସୁପ୍ରାୟ ଚାରିଶହ ଛାତ୍ର ଛାତ୍ରୀ ବ୍ଲକ ସ୍ଥୂରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ କାର୍ଯ୍ୟକ୍ରମ ର ବିଭିନ୍ନ ପ୍ରତିଯୋଗିତା ମଧ୍ୟରୁ ନାଚ ଗୀତ ବକୃତ ରଚନା ଚିତାରାଙ୍କନ ପତ୍ର ଲିଖନ ଅଭିଭାଷଣ ସଂକୃତିକ ପାରମ୍ପରିକ ଭଳି ପ୍ରତିଯୋଗିତା ରେ ଭାଗ ନେଇ ଥିଲେ ଏଥିରେ କୃତକାର୍ଯ୍ୟ ପ୍ରତିଯୋଗୀ ମାନଂକୁ ମଞ୍ଚ ରେ ମଂଚାସୀନ ଅତିଥି ଦ୍ୱାରା ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯାଇଥିଲା ସୁରଭି 2025 ର ମୁଖ୍ୟ ଉଦେଶ୍ୟ ହେଲା ଯେ ଛାତ୍ର ଛାତ୍ରୀ ଙ୍କ ଲୁକାୟତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବାକୁ ଏକ ସୁବର୍ଣ୍ଣ ସୁଯୋଗ ଓ ଏହି ମଞ୍ଚ ଦ୍ୱାରା ଅନେକ ପ୍ରତିଭା ବାନ ପିଲା ବାହାରି ଜିଲ୍ଲା ଓରାଜ୍ୟ ସ୍ଥରୀୟ କାର୍ଯ୍ୟକ୍ରମ ରେ ନିଜର କଳା ପ୍ରଦର୍ଶନ କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସହ ଅନେକ ମଞ୍ଚା ସିନ୍ନ ଅତିଥି ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ

ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ