November 15, 2024

Day: October 24, 2024

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା,  ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା

ଭୁବନେଶ୍ଵର, (ରାଜାରାମ ଷଡ଼ଙ୍ଗୀ):ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା,...

ହାର୍ଡୱେରେ ଦୋକାନ ରୁ ଚୋରି ଘଟଣା ର ପର୍ଦାଫାଶ କରିଛି ରାୟଗଡ଼ା ପୋଲିସ୍ 

  ରାୟଗଡା : ରାୟଗଡ଼ା ସହରର ଏକ ହାଡୱେର୍ ଦୋକାନ ରୁ ଚୋରି ଘଟଣାରେ ରାୟଗଡ଼ା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ...

ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଭେଟି ନ ପାରୀ ଫେରିଲେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ କୟନ l

  ରାୟଗଡା : ରାୟଗଡା ଜିଲ୍ଲାପାଳଙ୍କୁ ଭେଟିବା ନିମନ୍ତେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୟନ କିମ୍ବାକା ରାୟଗଡା ଆସି ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରିପାରିନଥିବା ଜଣାପଡିଛି l...

ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷ ଓ ଦେଶ ସ୍ୱାଧୀନ ର 77 ବର୍ଷ ପରେ ମଧ୍ୟ୍ୟ ରାସ୍ତା,ଶିକ୍ଷା ଏବଂ ପାନୀୟ ଜଳ ମୌଳିକ ସୁବିଧାରୁ ବଞ୍ଚିତ ରାଚାମ ବାସୀ ।

    ରାୟଗଡା : ରାୟଗଡା ଜ଼ିଲ୍ଲା ଗଠନ ର 32 ବର୍ଷ ଓ ଦେଶ ସ୍ୱାଧୀନ ହେବାର 77 ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ରାସ୍ତା,ଶିକ୍ଷା ଏବଂ...

ସରପଂଚ ଙ୍କୁ ପ୍ରଶଂସା କଲେ ପଞ୍ଚାୟତ ବାସି ..

ମାଡିଆସୁଛି ବାତ୍ୟା, ଏସଆରସି ଙ୍କ ତରଫରୁ ସମ୍ଭାବ୍ୟ ବାତ୍ୟା ର ଆକଳନ ସ୍ପଷ୍ଟ ହେବାପରେ ଉପକୂଳ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ l 1999 ମହାବାତ୍ୟା କୁ...

ଅବ୍ୟବସ୍ଥା ଘେରରେ ଲବା ପ୍ରାଥମିକ ସେବାଶ୍ରମ ଆସୁନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ, ପିଲାଙ୍କୁ ମିଳୁନି ଆନୁଷଙ୍ଗିକ ସୁବିଧା

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଅନୁସୂଚିତ ଜାତି ଓ ଜନଜାତି ର ଛାତ୍ରଛାତ୍ରୀ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ର ବିକାଶ ପାଇଁ ସରକାରଙ୍କ ବହୁ ସାରା ଯୋଜନା ରହିଛି...

ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ହକି ଚାମ୍ପିଅନସିପ ରେ ନବରଙ୍ଗପୁର ର ସଫଳତା………..

    ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ସୁନ୍ଦରଗଡ଼ ଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ହକି ପ୍ରତିଯୋଗିତାର ଫାଇନାଲ ରେ ନବରଙ୍ଗୁର ଜିଲ୍ଲା ଦଳ ସୁନ୍ଦରଗଡ଼...

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ରହିବ । ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ ହାଇକୋର୍ଟ

*ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ରହିବ । ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ ହାଇକୋର୍ଟ । ଏହା ବଦଳରେ ନଭେମ୍ବର...

ବିଏସଏନଏଲ ଟାୱାର କାର୍ଯ୍ୟକ୍ଷମ ସହ ଦୁର୍ଗମ ଅଞ୍ଚଳରେ ନୁଆଁ ଟାୱାର ପାଇଁ ଡିଜିଏମ ସହ ଆଲୋଚନା 

  ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ବିଏସଏନଏଲ ଟାୱାର କାର୍ଯ୍ୟକ୍ଷମ ହେଉନଥିବାର ଏହାର ପ୍ରତିକାର ପାଇଁ ବିଭାଗୀୟ ଡିଜିଏମଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି।ମଙ୍ଗଳବାର ଦିନ ୧ଘଟିକା...

ସମ୍ବଲପୁର ଜିଲ୍ଲା ନୀଳଡୁଙ୍ଗରି ଠାରେ ରାଜ୍ୟର ଦ୍ବିତୀୟ ଏମସ୍ ସ୍ଥାପନ ନେଇ ତେଜୁଛି ଦାବି 

    ସମ୍ବଲପୁର, ତା. ୨୪. ୧୦:ସମ୍ବଲପୁର ଜିଲ୍ଲା ନୀଳଡୁଙ୍ଗରି ଠାରେ ଥିବା ବିସ୍ତୃତ ଅଞ୍ଚଳରେ ଜନସ୍ୱାର୍ଥକୁ ଆଖିରେ ରଖି ପ୍ରସ୍ତାବିତ ଦ୍ଵିତୀୟ ଏମ୍ସ ସ୍ଥାପନା ପାଇଁ...