April 28, 2026

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଧାୟକ ତୁଷାରକାନ୍ତି ବେହେରା ଙ୍କ ଅସ୍ତରଙ୍ଗ ବାତ୍ୟା ଅଞ୍ଚଳ ଗସ୍ତ ।

IMG-20241024-WA0032
Share

 

ବବାସ୍ତରଙ୍ଗ,, ବାତ୍ୟା “ଦାନା ” ଦ୍ବାରା କ୍ଷେୟ କ୍ଷତି ହେବାକୁ ଥିବା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଉପକୂଳ ଗ୍ରାମ ପଞ୍ଚାୟତ ଗୁଡ଼ିକ ଜନସାଧାରଣ କିପରି ଅଛନ୍ତି ସେ ବିଷୟରେ ସମୀକ୍ଷା କରିବା ଲାଗି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରାଶାସନିକ ସ୍ଥରରେ କି କି ସୁବିଧା ଗ୍ରହଣ କରା ଜାଇ ଅଛି ସେ ବିଷୟ ରେ ଅସ୍ତରଙ୍ଗ ବ୍ଲକ ଠାରେ ପ୍ରଶା ସନିକ ଅଧିକାରୀ ଙ୍କ ସହ ଆଲୋଚନା କରି ଛନ୍ତି । ସେଠୀ ସମୀକ୍ଷା ସାରୀ ଶ୍ରୀମତୀ ପରିଡ଼ା ସିଧା,ଅସ୍ତରଙ୍ଗ ବ୍ଲକ ର ସବୁଠାରୁ ସମ୍ବେଦନ ସିଳ ଅଞ୍ଚଳ ଶିଶୁଅ ଗ୍ରାମପଞ୍ଚାୟତ ର ଛେନୁ,ତାଣ୍ଡାଘର,ଉଦୟ କଣି,ବେଲଙ୍ଗ ଆଦି ଗ୍ରାମକୁ ଜାଇ ବାତ୍ୟା ଆଶ୍ରୟ ସ୍ଥଳୀ ହେଉ କି ନିଜ ବାସ ଗୃହ ରେ ଥିବା ଜନତା ହେଉ , ସେମାନଙ୍କ ନିକଟକୁ ଜାଇ ସେମାନଙ୍କର ସମସ୍ୟା ବୁଝିଥିଲେ ଓ କ୍ଷତି ଗ୍ରସ୍ତ ଲୋକ,ସରକାର ଙ୍କର ନିଷ୍ପତି ମୁତାବକ ଯେପରି କୌଣସି ସାହାଯ୍ୟ ସହଯୋଗ ରୁ ବଞ୍ଚିତ ନ ହେବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଥିବା ସରକାରୀ ଅଧିକାରୀ ଙ୍କୁ ପରାମର୍ଶ ଦେଇ ଥିଲେ । ଏହି ସବୁ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ, ସୁର୍ ସେଠୀ ଓ ରବି ମଳିକ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆର ନୁତୀ ନାଏକ, ବିଡିଓ ଯୋଗେନ୍ଦ୍ର ମହାକୁଡ,ସମେତ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଅପର ପକ୍ଷରେ କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ବାତ୍ୟା ଅଞ୍ଚଳ ବୁଲି ପ୍ରଶାସନିକ କ୍ଷେତ୍ର ରେ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ କୁ ପରାମର୍ଶ ଦେଇ ଛନ୍ତି।

ଦୁଃଶାସନ ନାୟକ,ଅସ୍ତରଙ୍ଗ