ନିଜ ହାତରେ ଚା ତିଆରି କରି ଜନତାଙ୍କୁ ବାଣ୍ଟି ଆଶୀର୍ବାଦ ନେଲେ ଜୋଶ୍ନାରାଣୀ

IMG-20230724-WA0000
Share

ନିଜ ହାତରେ ଚା ତିଆରି କରି ଜନତାଙ୍କୁ ବାଣ୍ଟି ଆଶୀର୍ବାଦ ନେଲେ ଜୋଶ୍ନାରାଣୀ l
ନିମାପଡା ବିଧାୟକ ସମୀର ଦାସ ଜନତାଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ମାତୃଶକ୍ତିର ଅଧକ୍ଷା ନାରୀନେତ୍ରୀ ଜୋଶ୍ନାରାଣୀ ନାୟକ ନିମାପଡା-ଗୋପ ଅଞ୍ଚଳକୁ ଆସିଥିବା ଥାନାଧିକାରୀ ଓ ତହସିଲଦାରଙ୍କୁ ସମ୍ବୋର୍ଦ୍ଧନା ଜଣାଇବା ସହିତ ବିଭିନ୍ନ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କ ମନ କିଣୁଛନ୍ତି l ସମୀର ଦାସଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ରେ କଳାପତାକା ଠାରୁ ଆଣ୍ଡାମାଡ଼ ହେଉଥିବା ବେଳେ ଜୋଶ୍ନାରାଣୀ ଚା ଦୋକାନରେ ନିଜ ହାତରେ ଚା ତିଆରିକରି ଜନତାଙ୍କୁ ବାଣ୍ଟି ଜନତାଙ୍କ ଆଶୀର୍ବାଦ ନେଉଥିବା ବେଳେ ସାଧାରଣ ଜନତା ଜୋଶ୍ନାରାଣୀଙ୍କୁ ଆଗକୁ ବିଧାୟିକା ଭାବେ ନିର୍ବାଚିତ କରିବାକୁ ଆଶା ରଖିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed