ଅତାବିରା ବ୍ଲକରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ସୁରେନ୍ଦ୍ର କଠାର,ବରଗଡ
ଆଜି ମଂଗଲବାର ପୂର୍ବାହ୍ନ ୧୧ଟାରେ ଅତାବିରା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି |ସର୍ବ ପ୍ରଥମେ ଭୀମ ଭୋଇ କଂ ଫଟୋ ଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ବିଡିଓ ରିପୁନାଥ ସୁନା,ଏବିଡିଓ ଗିରିନ୍ଦ୍ର ସାହୁ,ବ୍ଲକ ଚେୟାରମ୍ୟାନ ଗୀତାଜଂଳୀ ନାଏକ,ବିଏସଏସଓ ରଶ୍ମିତା ଖେତି,ଭାଇସ ଚେୟାରମ୍ୟାନ ଅନନ୍ତ ମେହେର,ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ,ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ,ଅର୍ଚ୍ଚନା ବାଗ ,ଜିପିଡିଓ ମହମ୍ମଦ ଆକବର.ଟୁନୁ କରାଳି,ଦିଲ୍ଲିପ ବିଶ୍ବାଲ ପ୍ରମୁଖ ଯୋଗଦେଇଥିଲେ |
