August 16, 2026
1cb9b1fc-bde7-4f45-8688-e697c3af75dc
Share


କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା ବ୍ଲକ କୋଟପାଡ଼ ଥାନା ତରଗିଆ ଗ୍ରାମରେ ମଙ୍ଗଳ ବାର ରାତ୍ରରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ଜଣା ଯାଇଛି ସୂଚନା ଅନୁଯାଇ ଛବି ବିଶୋଇ 43ମକା ବାଡ଼ ରେ ଶୋଇ ଥିବା ସମୟ ରେ କେହି ଅଜଣା ଦୁର୍ବୃତ୍ତ ଗଳା କାଟି ଚାଲି ଯାଇଥିବା ଜଣା ଯାଇଛି ଖବର ପାଇ କୋଟପାଡ଼ ଥାନା ଅଧିକାରୀ ଶ୍ରୀ ଶେଷଦେବ ବେହେରା. ଏ ଏସ ଆଇ ଯୁଧିଷ୍ଠିର ମୁଦୁଲି. ଚନ୍ଦ୍ର ପ୍ରଭା ମହାନ୍ତି ସଦଳ ବଳେ ସାଇନଟି ଫି କ ଟିମ ସହ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣା ଯାଇଛି ବର୍ତ୍ତମାନ ସୁଦ୍ଧା ହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ ରୁ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟନି ଉ ସ ଉପାନ୍ତ ଓଡିଶା