April 28, 2026

ପାରଳାଖେମୁଣ୍ଡିସ୍ଥିତ ୟୁଟେ କ୍ କମ୍ପ୍ୟୁଟର କେନ୍ଦ୍ର ଠାରେନିୟତିରବାର୍ଷିକ ସାଧାରଣଅଧିବେଶନବୈଠକଅନୁଷ୍ଠିତ

IMG-20230424-WA0000
Share

ପାରଳାଖେମୁଣ୍ଡିସ୍ଥିତ
ୟୁଟେ କ୍ କମ୍ପ୍ୟୁଟର କେନ୍ଦ୍ର ଠାରେନିୟତିରବାର୍ଷିକ
ସାଧାରଣଅଧିବେଶନବୈଠକଅନୁଷ୍ଠିତ

ପାରଳାଖେମୁଣ୍ଡି:୨୩/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର ରେ ନିୟତି ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ ସଭାପତି ଡକ୍ଟର ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇସାରିଛି। ଭିନ୍ନକ୍ଷମ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି ଓ ସେବା ସହ ସେମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଂକଳ୍ପ ନେଇଥିଲେ। ଏହି ଅବସରରେ ଆସନ୍ତା ଦୁଇ ବର୍ଷ ନିମନ୍ତେ ସଭାପତି ଭାବରେ ଡ଼କ୍ଟର ଅଜୟ କୁମାରତ୍ରିପାଠୀ,କାର୍ଯ୍ୟକାରିଣୀ ସଭାପତି ହରିମୋହନ ପଟନାୟକ,ଉପସଭାପତି ପ୍ରମୋଦ ନାୟକ ଓ ଯେମସରାଇକା,ଓସମ୍ପାଦିକା ତନୁଜା ଶତପଥି, ସହସମ୍ପାଦକ ଅଜିତ୍ କୁମାର ପଟନାୟକ, କୋଷାଧ୍ୟକ୍ଷ ଲୋକନାଥ ମିଶ୍ର ସର୍ବସମ୍ମତି କ୍ରମେ ମନୋନୀତ ହେଲେ।
କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଅରୁଣ କୁମାର ପଟନାୟକ ନିତ୍ୟାନନ୍ଦ ଚୌଧୁରୀ ଦିଲେଶ୍ଵର ରାଓ ମଳିକର୍ଜୁନ ପଟନାୟକ ସ୍ଵାଗତିକା ପାଢ଼ୀ ମନୋଜ ପଟନାୟକ ସୁରେଶ ମହାଙ୍କୁଡ଼ ରାଜେନ୍ଦ୍ର ସାହୁ ଅଶ୍ଵିନୀ ନାୟକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ରାମ ଚନ୍ଦ୍ରପାଣିଗ୍ରାହୀମନୋନୟନ ହୋଇଛନ୍ତି ଉପଦେଷ୍ଟା ଭାବେବିଚିତ୍ରାନନ୍ଦବେବ ର୍ତ୍ତା,ଭାରତଭୂଷଣ ମହାନ୍ତି, ସୁଭାଷ ଚନ୍ଦ୍ର ପଣ୍ଡା ରହିଲେ।ଅନୁଷ୍ଠାନ ର ପ୍ରାକ୍ତନ ସମ୍ପାଦକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ