April 30, 2026

କୁର୍ଲା ଠାରେ ବୟସ୍କ ଙ୍କ ଏକଦିବସୀୟ କ୍ରିକେଟ ମ୍ୟାଚ 

IMG-20251123-WA0100
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ରବିବାର ଦିନ ବରଗଡ ସଦର ବ୍ଲକ ଅଧିନ କୁର୍ଲା ଅମ୍ବ ବୁରାଇ ପଡିଆ ଠାରେ କୂର୍ଲା ଓ ଜଙ୍ଗେଡ଼ ମଧ୍ୟରେ ୪୦ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ଏକଦିବସୀୟ ୫୦ ଓଭର୍ ର କ୍ରିକେଟ ମ୍ୟାଚ୍ ହୋଇ ଥିଲା ଏଥିରେ କୁର୍ଲ୍ଲା ଦଳ ୫୦ ଓଭର ରେ ୮ୱିକେଟ ରେ ୩୦୪ ରନ କରି ଥିଲେ ଓ ଜଙ୍ଗେଡ଼ ଦଳ ୩୯ ଓଭର ରେ ୨୩୦ରନ କରି ଆଲ ଆଉଟ୍ ହୋଇ କୁର୍ଲl

ଦଳ ବିଜୟୀ ହୋଇ ଥିଲେ ଏହି ମ୍ୟାଚ୍ ବନ୍ଧୁତ୍ୱ ପୁର୍ଣ୍ଣ ଭାବରେ ହୋଇ ଥିଲା ଶେଷରେ ବନ୍ଦା ପଞ୍ଚାୟତ ର ସରପଞ୍ଚ କିରଣ ପ୍ରଧାନ ଖେଳାଳି ମାନଙ୍କୁ ଧନ୍ୟବାଦ୍ ଦେଇ ଲିଜେଣ୍ଡ କ୍ରିକେଟ କୁ ଉତ୍ସାହିତ କରିବା ପାଇଁ କିଛି ଅଭିଭାଷଣ ରଖି ଥିଲେ