ସିମୁଳିଆ ରେ ବିଜେପି ପକ୍ଷରୁ ବ୍ଲକ ଘେରାଉ ଓ ଗଣବିକ୍ଷୋଭ

WhatsApp Image 2023-11-23 at 15.00.51
Share

,,,

ସାରା ରାଜ୍ୟରେ ବିଜେପି ପକ୍ଷରୁ 314 ବ୍ଲକ ରେ ବିଜେପି ତରଫରୁ ଘେରାଉ ଚାଲିଥିବା ସମୟରେ ଆଜି କିନ୍ତୁ ସିମୁଳିଆ ବ୍ଲକ ଠାରେ ବିଜେପି ରଣହୁଙ୍କାର ଦେଖାଇଛି ।
ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟରେ ଅନ୍ୟାୟ, ଦୁର୍ନିତି, ଭ୍ରଷ୍ଟାଚାର, କେନ୍ଦ୍ରୀୟ ଅନୁଦାନ ବାଟମାରଣା ଓ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ସିମୁଳିଆ ବିଜେପି ତରଫରୁ ଆଜି ବ୍ଲକ ଘେରାଉ ଓ ଗଣବିକ୍ଷୋଭ ବ୍ଲକ ସାମ୍ନା ରେ ଧାରଣା ଦିଆଯାଇଛି ।
ସିମୁଳିଆ ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନକଏହି ଧାରଣାରେ ମଧ୍ଯ ଯୋଗଦେଇଥିଲେ।

ରାଜ୍ୟ ବିଜେପି ସଭାପତିଙ୍କ ଆହ୍ବାନ କ୍ରମେ ଓଡ଼ିଶା ସରକାରଙ୍କ ମନମୁଖୀ ଶାସନ ଓ ସରକାରୀ କର୍ମଚାରୀ ଙ୍କ ଶାସକ ଦଳ ପ୍ରୀତିକୁ ବିରୋଧ କରି ସାରା ଓଡ଼ିଶାର ସମସ୍ତ ବ୍ଲକ ସମ୍ମୁଖରେ ଭ୍ରଷ୍ଟାଚାର ହଟାଓ ସମାବେଶ ଅନୁଷ୍ଠିତ ହେଉଥିବା ବେଳେ ଆଜି ସିମୁଳିଆ ବିଜେପି ପକ୍ଷରୁ ଦିନ ୧୧ଟା ସମୟରେ ପୂର୍ବତନ ବିଧାୟକ ପଦ୍ମଲୋଚନ ବାସ ଭବନ ଠାରୁ ବ୍ଲକ ପର୍ଯ୍ୟନ୍ତ ଏକ ବିରାଟ କାୟ ରାଲି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହିସମାବେଶରେ ଶତାଧିକ ବୁଜେପି ଯୁବ ନେତୃତ୍ବ,କାର୍ଯ୍ୟକର୍ତା ଓ ହଦାର ହଜାର ସାଧାରଣ ଜନତା ବ୍ଲକ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ଦେବା ସହିତ ରାଜ୍ୟ ସରକାରଙ୍କ କାର୍ଯ୍ୟ ଓ ଜନମାରଣା ନୀତି ଉପରେ ବର୍ଷିଥିଲେ ,,

ଏଇ ବ୍ଲକ ଘେରାଉ ଓ ଗଣବିକ୍ଷୋଭ ରେ ସଭା ପରି ଚାଳନା କରିଥିଲେ ରମା କାନ୍ତ ପ୍ରତିହାରୀ m.p କେଢେଟ୍ ଅଭିମନ୍ୟୁ ସେଠୀ,
ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା,ଉପସଭାପତି ଓଡ଼ିଶା ବିଜେପି ବିରନ୍ଦି ତ୍ରୀପାଠୀ, ଚେୟାର ମେନ୍ ବାବାଜୀ ଚରଣ ମଲ୍ଲିକ,କୃଷକ ଯନ୍ତ୍ରୀ କୈଳାସ ବାରିକ , ମୁଖ୍ୟ ପାତ୍ର ବିଜେପି ଠାକୁର ରଞ୍ଜିତ ଦାସ,ଯୁବ ନେତା ଡଃ ଅଣୁ ମାଧବ ପଣ୍ଡା, ଯୁବନେତା ନୀଳ ମାଧବ ପଣ୍ଡା, ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ,ମଣ୍ଡଳ ସଭାପତି ପ୍ରଦୀପ ରାଜ୍ଞ,ମଣ୍ଡଳ ସଭାପତି ଅବିନାଶ ବେହେରା, ମାକୋଣା ସରପଞ୍ଚ କମଳା ନାୟକ
ସିମୁଳିଆ ବ୍ଲକ ର ହଜାର ହଜାର ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କତ୍ତାମାନେ ଏଇ ବ୍ଲକ ଘେରାଉ ଓ ଗଣବିକ୍ଷୋଭ ରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି,,,

You may have missed