August 25, 2026

ସନ୍ତରାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 108 ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

WhatsApp Image 2023-11-23 at 15.00.04 (1)
Share


,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ,,ଶ୍ୟାମସୁନ୍ଦର ପୁର ପଂଚାୟତସ୍ଥିତ ସନ୍ତରାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 108 ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ ହୋଇଛି,, ତେଣୁ ଉକ୍ତ ଅଂଚଳ ବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁବିଧା ଲାଗି,, ଲୋକ ମାନଙ୍କ ହାତ ପାହାନ୍ତା ରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ରେ,, ରାଜ୍ୟ ସରକାର ସଫଳ ରୂପାୟନ କରିଛନ୍ତି,,ଯାହାର ଜ୍ଵଳନ୍ତ ଉଦାହରଣ ସନ୍ତରାଗଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖା ଦେଇଛି,, ଗ୍ରାମା ଅଂଚଳ ରେ ବି ମାନ୍ୟବର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ,, ନବୀନ ପଟନାୟକ ଙ୍କର ବିକାଶ ର ଧାରା ପ୍ରଗତି ହେଉଛି,, ତେଣୁ ଉକ୍ତ 108ଆମ୍ବୁଲାନ୍ସ କୁ ଦିବ୍ୟାଙ୍ଗ ପ୍ରଶାନ୍ତ ରାଉତ ନଡ଼ିଆ ପଠାଇ ଶୁଭ ଉଦଘାଟନ କରିଥିଲେ,, ଅନ୍ୟ ମାନଙ୍କ ଭିତରେ ବରିଷ୍ଠ ଆଇନୀଜୀବୀ ଅମେରେନ୍ଦ୍ର ପଟନାୟକ,, ରାଜୀବ କୁମାର ପାଣିଗ୍ରାହୀ, ଗୟାଧର ଜେନା, ମୁନା ରାଉତ, ରତ୍ନାକର ନନ୍ଦ, ବାପୁ ଗୋସ୍ୱାମି , ଅଜୟ କୁମାର ମହାଳିକ, ଚିକୁ ଚନ୍ଦନ ଦାଶ, , କପିଳ ସାମଲ, ଜଗନ୍ନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଗଗନ ବେହେରା ଙ୍କ ଶହ ମେଡିକାଲ କତୃପକ୍ଷ ଉପସ୍ଥିତ ରହିଥିଲେ,,