October 21, 2026

କୋଟପାଡ଼ରେ ମହାଆଡ଼ମ୍ବର ସହ ଦଶହରା ପୂଜା ପାଳିତ l

IMG-20261021-WA0046
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଲରେ ଚଲିତ ବର୍ଷ ବହୂ ଆଡମ୍ୱର ସହ ଦୋଶହରା ପୋର୍ବ ପାଳିତ ହୋଇଯାଇଛି l ଏହି ବର୍ଷ କେନ୍ଦୁଗୁଡା ସୌରା ସାହି, ମହାନ୍ତି ସାହି,ଦୁଲପୁର ସାହି,ରେ ପୂଜା ମେଡ ଅନୁଷ୍ଟିତ ହେଇଥିବା ବେଳେ ମା ମାଉଲି ଠାକୁରାଣୀ ପୀଠରେ ଦଶ ଦିନ ଧରି ପଣ୍ଡିତ ମାନଙ୍କ ଦ୍ୱାରା ନୀତି ରିତି

ଅନୁଯାଇ ପୂଜାପାଠ ଅନୁଷ୍ଟିତ ହେଉଥିଲା ଆରମ୍ୱ ଦିନ ଠାରୁ ନବମୀ ଦିନ ପର୍ଯ୍ୟନ୍ତ ସନ୍ଦ୍ୟା 9 ଘଣ୍ଟା ସମୟ ରେ ମାଙ୍କ ଆଜ୍ଞା ମାଳ ନେଇ ସୌର ସାହିସ୍ଥିତ ସିତଲା ଠାକୁରାଣୀ ନିକଟକୁ

ଏକ ଘୋଡା ରେ ସବାରି ହୋଇ ବିଶାଳ ପଟୁଆର ସହ ଭେଟ ଘାଟ ହେବା ସକାଶେ ଆସୁଥିଲେ ଏହି ସମୟରେ କୋଟପାଡ ତଥା ଗ୍ରମଞ୍ଚଲ ର ହଜାର ହଜାର ଭକ୍ତଙ୍କ ସୋମଗମ ହେଉଥିଲା ଶେଷ ଦିନରେ ଗ୍ରାମଞ୍ଚଲ ର ବିଭିନ୍ନ ଦେବା ଦେବୀ ଙ୍କ ଲାଠି ବାହାରି

3 କିମି ଦୂର ଦୋଶହରା ପଡିଆରେ ମା ମାଉଳୀଙ୍କ ବିମାନ ଦ୍ୱାରା ବିରାଜ ମାନ ହେଇ ସୋହର ପରିକ୍ରମା କରି ପଡିଆରେ ପୋହଞ୍ଚିଥିଲେ ,ସେଠାରେ ହୋମ ଯଜ୍ଞ ପୂଜା ପାଠ ଅନୁଷ୍ଟିତ କରି ନିଷଦ୍ଧ ରାତ୍ର ରେ ନିଜ ଆସ୍ଥାନ କୁ ପହୋଞ୍ଚି ଥିଲେ,ଉକ୍ତ ସମୟର ପୋଡ଼ିଆ ରେ ଆତସ ବାଜି ସହ ରାବଣ ପୋଡ଼ି ଅନୁଷ୍ଟିତ ହେଉଥିଲା ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଜୋନ ସୋମଗୋମ ହେଇଥିଲା ଲ କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l

You may have missed