April 30, 2026

ଭେଡେନ ଠାରେ ନୂତନ ବ୍ଲକ ଜନ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିପ୍ରସ୍ଥର ସ୍ଥାପନ

IMG-20250823-WA0031
Share

 

 

 

ସୁରେନ୍ଦ୍ର କଠାର,ବରଗଡ

 

 

ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡ଼େନ ଅଞ୍ଚଳରେ ନୂତନ ବ୍ଳକ ଜନ ସ୍ୱାସ୍ଥ୍ୟ କେନ୍ଦ୍ର (CHC, ଭେଡ଼େନ) ର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ହେବାରୁ ଏହି ଅଞ୍ଚଳର ସହସ୍ରାଧିକ ଲୋକଙ୍କୁ ସୁଲଭ ଓ ଗୁଣୋତ୍ତମ ଚିକିତ୍ସା ସୁବିଧା ମିଳିବ। ଗ୍ରାମୀଣ ଲୋକମାନେ ନିକଟରେ ହିଁ ଚିକିତ୍ସା ପାଇପାରିବେ, ଦୂରକୁ ଯିବାର ପ୍ରୟୋଜନ ରହିବ ନାହିଁ।ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ,ବିଡିଓ କର୍ଣ୍ନ ସୁନା ପ୍ରମୁଖ ଯୋଗଦେଇ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ | ଭିତ୍ତିପ୍ରସ୍ଥର ସ୍ଥାପନ ସମୟରେ ବହୁ ବରିଷ୍ଠ ବିଜେପି କର୍ମୀ ଓ ଜବସାଧାରଣ ଉପସ୍ଥିତ ଥିଲେ |

You may have missed