କାଠଡେରା ଗୁଣ୍ଡିଚା ରଥଯାତ୍ରା ମହୋତ୍ସଵ ରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ
ଆଜି ଗୁରୁବାର ସନ୍ଦ୍ୟା ୬ଟାରେ ଅତାବିରା ବ୍ଲକ ଅଧିନ କାଠଡେରା ଗୁଣ୍ଡିଚା ରଥଯାତ୍ରା ମହୋସ୍ବବରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟ,ବରଗଡ ବିଧାୟକ ଅଶ୍ବିନୀ ଷଡଂଗୀ,ଜିଲା ବିଜେପି ସଭାପତି ଡକ୍ଟର ଅରୂପାନନ୍ଦ ସାହୁ,ଡି ମୁରଲିକ୍ରିଷ୍ନା,ସୁରେଶ୍ବରୀ ସତପଥି ଯୋଗଦେଇଥିଲେ |ମଂଚ ପରିଚାଳନ କରିଥିଲେ ଅଜିତ କୁମାର ପତି |
