April 30, 2026

ଗଜପତି ର ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେବେ ସ୍ମୃତି ରଞ୍ଜନ ପ୍ରଧାନ

d9342460-5128-436b-bdf4-d7ac60219c3f
Share

ପାରଳାଖେମୁଣ୍ଡି:୨୩/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାପାଳ ଭାବେ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଜଣା ପଡ଼ିଛି ଏବଂ ଖୁବ୍ ଶୀଘ୍ର ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଯୋଗ ଦେବେ ବୋଲି ଜଣାପଡିଛି ।ଏଠାରେ ଥିବା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଆଇ ଏ ଏସ ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଥିବା ଶ୍ରୀ ପ୍ରଧାନଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ରାଜ୍ୟ ସରକାର ବାହାର କରିଥିବା ବିଜ୍ଞପ୍ତିରୁ ଜଣାପଡିଛି ।

You may have missed