July 6, 2024
Share

ମା ମାଉଲି ଯୁବକ ସଂଘ ଗଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଛି ନ୍ନାଞ୍ଚଳ ରେ ଥିବା ଗ୍ରାମ ବାସୀ ମାନେ ଏକ ବୈଠକ କରି ଉନ୍ନୟନ ମୂଳକ କାମ ଗୁଡିକ ଦୀର୍ଘ ଚାରି ବର୍ଷ ରୁ ଉର୍ଦ୍ଧଦିନ ହେବ ଆମ ଅଞ୍ଚଳ ରେ ଠପ ହୋଇଯାଇଛି. ଅଞ୍ଚଳ ରେ ପାନୀୟ ଜଳର ସମାସ୍ୟ ଓ ବିଜୁଳି ଇତ୍ୟାଦି ସମାଧାନର ସମାଧାନ ହୋଇପାରୁନାହିଁ. ତେଣୁ ଏକ ଯୁବକ ସଂଘ କରିବା ପାଇଁ ନିଷ୍ପତି କରିଥିବାରଜଣାଯାଇଛି I ଏହି ସଂଘର ସଭାପତି ଭାବରେ ଶ୍ରୀ ଉଦୟ ଦୁରୁଆ ସମ୍ପାଦକ ଭାବରେ ରାମ ଦୁରୁଆ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ଜଣା ଯାଇଛି I ପଞ୍ଚାୟତ କୁ ଆସୁଥିବା ସମସ୍ତ ସରକାରୀ ଯୋଜନା କୁ ସଫଳ କରିବା ସହ ଉନ୍ନୟ ନ ମୂଳକ କାମ ଗୁଡିକ ଉତ୍ତମ ମାନର ହଉଚି କୀ ନାହିଁ ତାହାର ତଦା ରଖ କରିବା ପାଇଁ ନିଷ୍ପତି କରାଯାଇଥିବା ଜଣାଯାଇଛି.ପନ୍ଦର ଜଣଙ୍କୁ ସଭ୍ୟ ଭାବରେ ଚୟନ କରାଯାଇଥିବାର ଜଣା ଯାଇଛି. କୋରାପୁଟ ପୂର୍ବ ତନ କାଉନ ସିଲର ଶ୍ରୀ ଦେବୀ ପ୍ରସାଦ ନାୟିକ. ସମାଜ ସେବୀ ଶ୍ରୀ ମନୋଜ ବିଶୋଇ. ଜଗନ୍ନାଥ ଗୌଡ଼. ଗୁରନାଥ ଦୁରୁଆ. ଚନ୍ଦ୍ର ଦୁରୁଆ. ବୁଦରୁ ଗୌଡ଼ ଏବଂ ୱାର୍ଡ ସଭ୍ୟ ଶ୍ରୀ ରାମ ଭୂମିଆ ଙ୍କ ସମେତ ବହୁ ଗ୍ରାମ ବାସ ମାନେ ଉପସ୍ଥିତ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶI I

You may have missed