April 27, 2026
ajiro khabar
Share

 

୧-ଭୁବନେଶ୍ବର:ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ, ରାଜଧାନୀରେ AQI ମାନ ୧୮୦କୁ ଖସିଲା।

 

୨-ସନ୍ଧ୍ଯା ୫ଟା ୩୦ ପରେ, ଏବେ ମଧ୍ଯ ଟ୍ବୁଇନ୍ ସିଟରେ ହେଉଛି ଢୋ ଡା…,କାର୍ଯ୍ଯାନୁଷ୍ଠା ପାଇ ହେଉଛି ଦାବୀ।

 

୩-ଯାଜପୁରରେ କାଳୀପୂଜା, ଡିଜେ ଏବଂ ମଦ କାରବାର ଉପରେ ସଂପୁର୍ଣ୍ଣ ଲାଗିଲା ରୋକ।

 

୪-କେନ୍ଦୁଝର ରାଇକଳା ଯିବା ରାସ୍ତାରେ ଅଟକି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ।

 

୫-ଅଦିନିଆ ରଥଯାତ୍ରା ମାନୁନି ଇସ୍କନ, ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ।

 

୬-ନୟାଗଡ:ଖାକି ଡ୍ରେସ୍ ରେ ମଦ୍ୟପାନ ପଡିଲା ମହଙ୍ଗା, ୨ ପୋଲିସ କର୍ମଚାରୀ ନିଲମ୍ବିତ।

 

୭-ଭୁବନେଶ୍ବର:ଏୟାରପୋର୍ଟ ଧରାପଡ଼ିଲା ୨୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ, ତିନି ଅଟକ

 

୮-ବଣାଇରେ ଘନ କୁହୁଡ଼ିର ଆସ୍ତରଣ : ଯାତାୟାତ ବାଧାପ୍ରାପ୍ତ, ପ୍ରକୃତିର ଭରପୁର ମଜ୍ଜା ନେଉଛନ୍ତି ଲୋକେ,ଓଡିଶା ଛୁଇଁଲା ପହିଲି ଶିତ

 

୯-ଇତିହାସ ରଚିଲା ଦୀପାବଳି ବ୍ୟବସାୟ, ୬ ଲକ୍ଷ କୋଟିର କାରବାର,ଏବେ ସ୍ୱଦେଶୀ ମୁହାଁ ଖାଉଟି।

 

୧୦-ଏୟାରପୋର୍ଟରେ ଧରାପଡ଼ିଲା ୨୫ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ, ତିନି ଅଟକ

 

୧୧-ଜମୁଛି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର, ଓଡ଼ିଶା ରାଜନୀତି ଉପରେ ପଡ଼ୁଛି ଛତିଶଗଡ଼ର ପ୍ରଭାବ, ଛତିଶଗଡ଼ ନେତାଙ୍କୁ ଧରି ବୁଲୁଛି ମାଳ ମାଳ ଗାଡ଼ି।

 

୧୨-ବିଗିଡିଗଲାଣି କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟସେବା, ୩ ମାସ ହେଲା ଅଚଳ ଡିଜିଟାଲ ଏକ୍ସରେ।

 

୧୩-ରେଡ୍ ଫ୍ଲାଗ୍ ହେବ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା: ଡିଜିପିଙ୍କ ନିର୍ଦ୍ଦେଶ।

 

୧୪-ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ,୨ ରକେଟ ଲଞ୍ଚର ଜବତ।

 

୧୫-ମୌସୁମୀ ଫେରିବା ପରେ ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ଲଘୁଚାପ, ବଢ଼ିଲା ବାତ୍ୟା ଭୟ, ୨୫ ରୁ ଓଡ଼ିଶାରେ ହୋଇପାରେ ବଡ଼ ବର୍ଷା।

 

୧୬-ବିଶ୍ୱ ପ୍ରସିଦ୍ଧ ମନୋବୈଜ୍ଞାନିକ ପ୍ରଫେସର ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ।

 

୧୭-ଭାରତକୁ ଦେବାକୁ ହେବ ଏସିଆକପ୍ ଟ୍ରଫି, ମୋହସିନ୍ ନକଭିଙ୍କୁ ବିସିସିଆଇର କଡ଼ା ମେସେଜ୍।

 

୧୮-ଗାଜାରେ ଭୀଷଣ ହମଲା, ୧୫୩ ଟନ ବୋମା ବର୍ଷଣ କଲା ଇସ୍ରାଏଲ।