May 23, 2026

ବେଗୁନିଆ ଓଷ୍ଟାଦ୍ଵାରା ସମ୍ବର୍ଦ୍ଧନା ଉତ୍ସବ ଓ ବୃକ୍ଷରୋପଣ

IMG-20260522-WA0054
Share

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ୨୨.୫.୨୦୨୬ରିଖ ଶୁକ୍ରବାର ଦିନ ସକାଳ ୯ ଘଟିକା ସମୟରେ ନିଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ କଣ୍ଟାବାଡ ପରିସରରେ ବେଗୁନିଆ ବ୍ଳକ ସମସ୍ତ ୮ ଜଣ A(ୱ୍ଵାନ) ପ୍ରତିଭାମାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଉକ୍ତ ସମ୍ବର୍ଦ୍ଧନା ସଭାରେ ବେଗୁନିଆ ବ୍ଳକର ଓଡିଶାମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ଦିବାକର ସାହୁପୌରହିତ୍ୟ କରିଥିଲେ ମୁଖ୍ୟ ମୁଖ୍ୟ ଅତିଥି ମାନ୍ୟବର ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଅତିରିକ୍ତ ଖୋରଧା ଜିଲ୍ଲା ଶିକ୍ଷାଅଧୀକାରୀ ପ୍ରଜ୍ଞା ପରମିତା ଜେନା, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଓଷ୍ଟାସଭାପତି ଗଣେଶ୍ଵର ମିଶ୍ର, ବୋଲଗଡ ଶିକ୍ଷାଅଧୀକାରୀ ଓ ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟରପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ,ଓଷ୍ଟାର ଜିଲ୍ଳା ସଂପାଦକ ସୁଧାକର ମହାପାତ୍ର ଜିଲ୍ଳା କର୍ମକର୍ତ୍ତା ତଥା ଉପଦେଷ୍ଟା ଆମ୍ବିକାପ୍ରସାଦ ପଟ୍ଟନାୟକ,ନୀଳକଣ୍ଠ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମହାପାତ୍ର, ଉପଦେଷ୍ଟା କୈଳାସ ଚନ୍ଦ୍ର ତ୍ରୀପାଠୀ, ବେଗୁନିଆ ବ୍ଳକର ଓଷ୍ଟାର ସଂପାଦକ ବଂଶିଧର ପାଣୀ ଗ୍ରାହୀ ମଞ୍ଚ ମଣ୍ଡନ କରିଥୀଲେ ସର୍ବପ୍ରଥମେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ୰ନୀଳକଣ୍ଠ ମିଶ୍ରଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥୀଲାପରେ ମୁଖ୍ୟ ଅତିଥୀ ମୁଖ୍ୟ ବକ୍ତାଙ୍କସହ ଅତିଥୀମାନଙ୍କଦ୍ୱାରା ବୃକ୍ଷରୋପଣ କରାଯାଇଥିଲା ପରେପରେ ସମ୍ବର୍ଦ୍ଧନା ଉତ୍ସବରେଅତିଥୀମାନଙ୍କ ଉପସ୍ଥିତିରେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଧୂପ, ଦୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅତିଥୀମାନଙ୍କୁ ବ୍ୟାଚ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରାଯାଇଥୀଲା ବିଦ୍ୟାଳୟର ଛାତ୍ରୀମାନଙ୍କଦ୍ୱାରା ଆବାହନୀ ସଂଗୀତସହ ନୂର୍ତ୍ତ ପରିବେଶଣ କରାଯାଇ ଅତିଥୀମାନଙ୍କ ହୃଦୟସ୍ପର୍ଶୀ

ହୋଇପାରିଥୀଲା ସମାଜରେ ଭଲ ପାଠ ପଢୀଭଲ ମଣିଷ ହେବା ଗୁରୁଜନ ମାନଙ୍କୁ ଯଥା ମାନ୍ୟ ସମ୍ମାନ ପ୍ରଦର୍ଶନସହ ଏଭଲି ଏକ ଗୌରମୟ ଉତ୍ସବ ଅନୁଷ୍ଠିତ ହୋଇଥୀବାରୁ ମାନ୍ୟବର ବିଧାୟକ ଓଷ୍ଟାର ସମସ୍ତ କର୍ମକର୍ତ୍ତା ଉଚ୍ଚ ପ୍ରସଂସା କରିଥୀଲେପ୍ରଜ୍ଞା ପାରମିତା ଜେନା ମହାଶୟାସମସ୍ତ ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ହେବା ବାପା ମାଆଙ୍କ ନାମକୁ ଟେକ ରଖୀବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଭବିଷ୍ୟତରେ ନୀଜକୁ ଭଲ ମଣିଷ ହେବାପାଇଁ ଉତ୍ସର୍ଗିତ ହେବା ସମ୍ୱନ୍ଧରେ ଦୀଗଦର୍ଶନ ଦେବାସହ ଆୟୋଜିତବେଗୁନିଆ ବ୍ଳକର ଓଷ୍ଟା ପରିବାରଙ୍କୁ ଗ୍ରୀଷ୍ମ ଅବକାଶ ସମୟରେ ବ୍ଳକର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀସହ ସମସ୍ତ ଶିକ୍ଷକଶିତ୍ରୀ ଓ ଶିକ୍ଷାକର୍ମୀ ଉପସ୍ଥିତଦେଖି ଭୂରୀଭୂରୀପ୍ରଶଂଷା

କରିଥିଲେନୀଜପ୍ରଚେଷ୍ଟାରେ ଯେଉଁ ଭଲି ଭଲ ନମ୍ବର ରଖୀ ପ୍ରସଂସିତ ହୋଇପାରିଛ ସେହିପରି ଆଗାମୀ ଦିନରେ ନିଜ ନିଜର କ୍ୟାରିୟର ଗଠନ କରି ସମାଜରେ ଜଣେ ଜଣେ ଆଦର୍ଶ ତଥା ଉଦାହରଣ ପାଳଟିଯିବା ନିମନ୍ତେ ସଂକଳ୍ପ କରିବାକୁ ସମ୍ମାନୀତଅତିଥୀମାନେ ପରମର୍ସ ପ୍ରଦାନ କରିଥିଲେ ଓଷ୍ଟାରେ କର୍ମକର୍ତ୍ତାମାନଙ୍କ ମଧ୍ଯରେ ଉପସ୍ଥିତ ରହିଥିଲେ କର୍ମଚାରୀ ସଭାପତି ବିଜୟ କୁମାର ପ୍ରଧାନ, ସନ୍ତୋସ କୁମାର ପଟ୍ଟନାୟକ, ପ୍ରଧାନଶୀକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଅକ୍ଷୟ କୁମାର ମହାପାତ୍ର, ଗୁରୁବାରୀ ସାହୁ, ପ୍ରଭାତ କୁମାର ସାହୁ,କବିତା ଦତ୍ତ, ଶ୍ରୀନୀବାସ ରଣସିଂ, ବିଷ୍ଣୁପ୍ରୀୟା ବେହେରା, ମାନସ କୁମାର ସେଠୀ, ଉପଦେଷ୍ଟା ଡ. ଗଣେଶ୍ଵର ସ୍ଵାଇଁ ତଥା ବ୍ଳକର ପ୍ରଧାନଶିକ୍ଷକ ଶୀକ୍ଷୟତ୍ରୀମାନଙ୍କ ମଧ୍ଯରେ ଥୀଲା ପ୍ରତିଭା ରାଣୀ ମହାପାତ୍ର, ସଂଯୁକ୍ତା ଶତପଥୀ, ରେଣୁବାଳା ମିଶ୍ର ଓ ଅନ୍ୟମାନେ କାର୍ଯ୍ୟ କର୍ମକୁ ସଂଯୋଜନା କରିଥୀ ଲେ ରତିକାନ୍ତ କହଲସିଂ (ଯୁଗ୍ମ ସଂପାଦକ ଜିଲ୍ଲା ଓଷ୍ଟା) ପରିଶେଷରେ ଅତିଥୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଅକ୍ଷୟ କୁମାର ମହାପାତ୍ର