June 13, 2026

କାଶୀନଗର ଠାରେ ଭାରତ ବନ୍ଦ ର ପ୍ରଭାବ 

IMG-20240821-WA0030
Share

 

 

କାଶୀନଗର , ଆଜି ଭାରତ ବନ୍ଦ । ସୁପ୍ରିମକୋର୍ଟର ଅନୁସୂଚିତ ଜାତି ଓ ଜନଜାତି ଆରକ୍ଷଣ ବ୍ୟବସ୍ଥାରେ ରୋକ ଲଗାଇବାକୁ ବିରୋଧ କରି ଗଜପତି ଜିଲ୍ଲା କାଶୀନଗର ଠାରେ ବନ୍ଦ ପାଳନ ଆଂଶିକ ଭାବେ ପ୍ରଭାବ ପଡିଥିଲା. କାଶୀନଗର ରୁ କୌଣସି ଯାତ୍ରୀବାହି ବସ ସକାଳୁ ଚଳାଚଳ କରୁ ନାହିଁ.କାଶୀନଗର ସହରରେ ଥିବା ଆମ୍ବେଦକର ଯୁବ ସେନା ପକ୍ଷରୁ ସ୍କୁଲ, କଲେଜ , ଦୋକାନ ବଜାର ସମ୍ପୂର୍ଣ ବନ୍ଦ ହୋଇଛି. କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରାଙ୍କ ନେତୃତ୍ୱ ପେଟ୍ରୋଲିଙ୍ଗ କରାଯାଉଛି ଏବଂ ବର୍ତମାନ ଯାଏଁ କୌଣସି ଅପ୍ରୀତିକର ପରିସ୍ଥିତି ହୋଇ ନାହିଁ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed