April 26, 2026

ନେଳିଆ ଓଭର ବ୍ରିଜ ନିକଟରେଦୁର୍ଘଟଣା ଏକ ମୃତ

IMG-20230421-WA0011
Share

 

ବଡ଼ଚଣା_ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ନିକଟସ୍ଥ ନେଳିଆ ଓଭର ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା, ଘଟଣା ସ୍ଥଳରେ ଏକ ମୃତ।

ସୂଚନା ଥାଉ କି, ନେଳିଆ ପଞ୍ଚାୟତ ଅଧୀନ ପଦଲା ପୁର ଗ୍ରାମର ନବଘନ ରାଉତ ଙ୍କ ପୁଅ ସିପୁନା ରାଉତ, ବୟସ ୩୮ବର୍ଷ, ଚଷୁ ଗାଡ଼ିରେ କାମ କରିବା ପାଇଁ ଆଜି ସକାଳୁ ସକାଳୁ ଯାଉ ଥିବା ବେଳେ ,ପଛ ପଟୁ ଗାଡ଼ି ଧକ୍କା ଦେଇ ଥିଲା, ଫଳରେ ଘଟଣା ସ୍ଥଳରେ ସୀପୁନା ରାଉତ ଙ୍କ ମୃତ୍ୟୁ ଘଟି ଥିଲା, ଦୁର୍ଘଟଣା ର ଖବର ପାଇ ଛତିଆ ବିଟ ହାଉସ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସବକୁ ଜବତ କରିବା ସହିତ , ବେବଛେଦ୍ କରିବା ପାଇଁ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ଜଣାପଡିଛି। ତେବେ ଦିନ ମଜୁରୀ ଭାବେ ମୃତକ ଜଣକ କାମକୁ ଯାଉ ଥିବା ବେଳେ, ଆଜି ଦୁର୍ଘଟଣା ରେ ମୃତ୍ୟୁ ଘଟି ଥିବା ଜଣା ପଡିଛି।