April 26, 2026

ଭଗବତ ଚାରିଟେବୁଲ ଟ୍ରଷ୍ଟ୍,ବୈକୁଣ୍ଠ ନଗର ୧ମ ଗଳି,ବ୍ରହ୍ମପୁର,ଗଞ୍ଜାମ

IMG-20230321-WA0037
Share

ଭଗବତ ଚାରିଟେବୁଲ ଟ୍ରଷ୍ଟ୍,ବୈକୁଣ୍ଠ ନଗର ୧ମ ଗଳି,ବ୍ରହ୍ମପୁର,ଗଞ୍ଜାମ। ପୁରୀ ବାଲିସାହି ,ମଙ୍ଗଳାବାଗ ,ଝାଡେଶ୍ବର କଲୋନିରେ ସମ୍କଳ୍ପ ଫାଉଣ୍ଡେସନର ଟ୍ରଷ୍ଟରେ ୧୭ଜଣ ଅନ୍ତେବାସି ଓ ଅନ୍ତେବାସିନୀଙ୍କ ସହ ଏକ ବ୍ରୁଦ୍ଧାଶ୍ରମ ରହିଅଛି।ଉକ୍ତ ଜରାନିବାସ ଉକ୍ତ ଫାଉଣ୍ଡେସନର ଫାଉଣ୍ଡେର ପ୍ରେସିଡେଣ୍ଟ୍ ଶ୍ରୀମତି ସୁଚରିତା ପାଢ଼ୀ ଙ୍କ ସୁପରିଚାଳନା ରେ ଚାଲୁଅଛି।ତାଙ୍କର ଅଭାବ ଦର୍ଶାଇ ଭଗବତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କୁ ଅନୁରୋଧ କରନ୍ତେ ଆଜି,ଗୁରୁବାର ଅପରାହ୍ନ ୫ଟା ବେଳେ ପୁରୀର ଉକ୍ତ ଅନୁଷ୍ଠାନକୁ ଯାଇଥିବା ଅଧ୍ୟକ୍ଷ ଏସ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦ୍ବାରା ଟ୍ରଷ୍ଟ୍ର୍ର୍ ର ସଦସ୍ୟ ଶ୍ରୀ ରଞ୍ଜନ୍ କୁମାର ସାହୁ ପୁରୀର ଅନ୍ୟ ୨ଜଣ ସହ୍ରୁଦୟ ବ୍ୟକ୍ତି ଶ୍ରୀ ମୁନା ସେନାପତି,ମିଟୁ ପାତ୍ରଙ୍କ ଉପସ୍ଥିତିରେ ରାସନ୍ ସାମଗ୍ରୀ ତଥା ଚାଉଳ,ଡାଲି,ଅଟା ସୁଜି ଚିନି ,ତେଲ, ଚୁଡ଼ା,ସର୍ଫ ଚାହା ଆଦି ପ୍ରାୟ ୨୦ ଜଣ ପାଇଁ ୭-୮ ଦିନର ରାସନ୍ ସାମଗ୍ରୀ ଦିଆଗଲା।ଭବିଷ୍ୟତରେ ଅଭାବ ଅନୁଭବ କଲେ,ପୁନର୍ବାର ଦେବାକୁ ଅଧ୍ୟକ୍ଷ୍ୟ ପ୍ରତିଶ୍ରୁତି ଦେଲେ।ଏଥିଦ୍ବାରା ସମସ୍ତ ଅନ୍ତେବାସି,ଅନ୍ତେବାସିନୀ ବହୁତ ଖୁସି ପ୍ରକଟ କଲେ।ପ୍ରକାଶ ଥାଉକି ଏଥି ପୂର୍ବରୁ ଉକ୍ତ ଅନୁଷ୍ଠାନକୁ ଅଧ୍ୟକ୍ଷ୍ୟ ରାସନ୍ ସାମଗ୍ରୀପାଇ ୧୦୦୦ଟଙ୍କା ଥରେ ଦେଇଥିଲେ। ଅଧ୍ୟକ୍ଷ୍ୟ।