୨୧/୦୨/୨୦୨୬ କୋରାପୁଟ (ଗୁପ୍ତେଶ୍ୱର ରଥ) ଯୁକ୍ତ ୨ ପରୀକ୍ଷା ପାଇଁ ଫାର୍ମ ଫିଲାପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟର 2 ପରୀକ୍ଷାତ୍ରି ଶୁଭଦ୍ରା କ୍ରିସାନୀ ଓ ଶାମୁୟେଲ ପାଙ୍ଗି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ