July 21, 2026

ମୋହନା ଓ ଅଡବା ଗ୍ରାମ୍ୟ ପରିଷଦର ବୈଠକ ଅନୁଷ୍ଠିତ ..

IMG-20260720-WA0021
Share

ମୋହନା କୋଠ ଘର ଠାରେ ତୈଳିକ ସମାଜ ବୈଠକ ହୋଇଥିଲା। ଏଥିରେ କେନ୍ଦ୍ର ର ସଭାପତି ଶ୍ରୀଯୁକ୍ତ ଦଣ୍ଡାସି ସାହୁ, ଲକ୍ଷ୍ମୀଣ ସାହୁ,ତାଳପୁର ସଭାପତି ଶ୍ରୀ କଂଗ୍ରେସ ସାହୁ, ଆଞ୍ଚଳିକ ର ସଭାପତି ଉପସ୍ଥିତ ହୋଇଥିଲେ।

ମୁଖ୍ୟ ଆଲୋଚନା ହେଲା ନୂତନ କର୍ମକର୍ତ୍ତା ଚୟନ।

ସେଥି ମଧ୍ୟରେ ଉପଦେଷ୍ଠା ଶ୍ରୀ ରମେଶ ଚନ୍ଦ୍ର ସାହୁ,ସଭାପତି, ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ,

ଉପସଭାପତି, ଶ୍ରୀ ବିନୋଦ ସାହୁ, ସମ୍ପାଦକଶ୍ରୀ ସିମାଞ୍ଚଳ ସାହୁ, ସହ ସଂମ୍ପାଦକ ଶ୍ରୀ ପ୍ରଫୁଲ୍ଲ ସାହୁ, କୋଷାଧ୍ୟକ୍ଷ୍ୟ,ଶ୍ରୀସୁଶାନ୍ତ ସାହୁ,

ବେହେରା,ଶ୍ରୀ ଟୁନାସାହୁ,

ସାହି ମେମ୍ବର ରହିଲେ ସୁଧାକର ସାହୁ, ଦୁର୍ଯ୍ୟଧନ ସାହୁ, ସନ୍ତୋଷ ସାହୁ,ହରୀ ସାହୁ

ମୋହନାର,ମହିଳା ମେମ୍ବର ରହିଲେ ଉର୍ମିଲା ସାହୁ,ଶୁକାନ୍ତି ସାହୁ,ସେହିପରି

ଅଡବା ସାହିର ମେମ୍ବର

ଉମାଚରଣ ସାହୁ,ସନ୍ତ ସାହୁ,

ପୂର୍ବତନ ସଭାପତି ଶ୍ରୀକୋରା ସାହୁ,ମୋହନାର କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରିଥିଲେ। ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

You may have missed