April 24, 2026
ajiro khabar
Share

 

୧-କଟକ:ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ, ଆଜିର ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ।

 

୨-ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା ପାଇଁ ୮ ଟି ଦିଗକୁ ଦିଆଯିବ ଗୁରୁତ୍ୱ।

 

୩-ଭୁବନେଶ୍ୱର:ଯୁକ୍ତ ତିନିରେ ୯୦ହଜାର ଆସନ ଖାଲି, ଚଳିତ ମାସ ଶେଷସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ବିଜ୍ଞପ୍ତି।

 

୪-କୋଣାର୍କ: ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଳଙ୍ଗା ଥାନା ବାୟାବର ଗାଁରେ ଅଭାବନୀୟ ଘଟଣା,୩ଜଣ ଦୁର୍ବୃତ୍ତ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା।

 

୫-ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣା, ସରକାରୀ ଉଦାସୀନତାର ପ୍ରମାଣ : ନବୀନ ପଟ୍ଟନାୟକ।

 

୬-‘ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର’ : ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍।

 

୭-ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେଲା ବୟାନ ରେକର୍ଡ।

 

୮-ଭୁବନେଶ୍ୱର:ରାଜ୍ୟରେ ୧୦୨ ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ।

 

୯-ବ୍ରହ୍ମପୁର:MKCG ଡାକ୍ତର ରୋଗୀଙ୍କୁ ଘରୋଇ କ୍ଲିନିକ୍କୁ ପଠାଇବା ଏବଂ ପରେ ରୋଗୀଙ୍କ ମୃତ୍ୟୁ ଘଟଣା : ତଦନ୍ତ ଆରମ୍ଭ କଲା ୫ ଜଣିଆ କମିଟି।

 

୧୦-ମହିଳା ନିର୍ଯାତନା ପ୍ରସଙ୍ଗରେ ଅକଳରେ ସରକାର ; ମହିଳାଙ୍କ କାମରେ ଆସୁନି ମହିଳା କମିସନ।୯ ମାସ ହେଲା ରାଜ୍ୟରେ ମହିଳା କମିସନ ଅଧ୍ୟକ୍ଷା ପଦ ଖାଲି ।

 

୧୧-ଭୁବନେଶ୍ୱର:ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ନିଷିଦ୍ଧାଞ୍ଚଳ ଘୋଷଣା ହେଲା ଭୁବନେଶ୍ୱର ଏମସ,ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ଫୋର୍ସ ମୁତୟନ।

 

୧୨-ଭୁବନେଶ୍ୱର:ସମୃଦ୍ଧ ହେବ ‘ଗୋ ଅର୍ଥନୀତି’, ଏନ୍‌.ଡି.ଡି.ବି ଏବଂ ଓମ୍‌ଫେଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ।

 

୧୩-କଲକାତା:ରାମକୃଷ୍ଣ ମିଶନ ବିବେକାନନ୍ଦ ମହାବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ।

 

୧୪-ଆନନ୍ଦପୁର:କୃଷ୍ଣଚନ୍ଦ୍ର ପିଙ୍ଗୁଆଙ୍କୁ ଠକିଦେଲେ ‘ବୋଉ ବୁଟୁ ଭୁତ’, ପ୍ରଯୋଜନା ସଂସ୍ଥା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କୃଷ୍ଣଚନ୍ଦ୍ର ପରିବାର।

 

୧୫-ଜଳେଶ୍ୱର:ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୩୦ଜଣ ଯାତ୍ରୀ ଆହତ

 

୧୬-କନ୍ଧମାଳ,ବେଣାକେରା ଗାଁ:୫୦ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷୟିତ୍ରୀ, ଶିକ୍ଷକ ଦାବି କରି ବିଦ୍ୟାଳୟରେ ତାଲା ପକେଇଲେ ଗ୍ରାମବାସୀ।

 

୧୭-ଦକ୍ଷିଣୀ ସିନେମାର ପ୍ରସିଦ୍ଧ ହାସ୍ୟାଭିନେତା ତଥା ଅଭିନେତା ଫିସ୍ ଭେଙ୍କଟଙ୍କ ପରଲୋକ।

 

୧୮-ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଫୋନ୍ ଚାଟିଂ ଧରାଇଦେଲା, ସ୍ତ୍ରୀ ଓ ତାର ପ୍ରେମିକ ମାରିଛନ୍ତି ସ୍ୱାମୀକୁ।

 

୧୯-ରାଜସ୍ଥାନ ଅଜମେରରେ ବର୍ଷାର ତାଣ୍ଡବ, ୪ ଦିନରେ ୨୩ ଜଣଙ୍କ ମୃତ୍ୟୁ, ଦୁଇଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ।

 

୨୦-ନୂଆ ଦିଲ୍ଲୀ:୨୩ରୁ ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ୍ ଓ ମାଳ ଦ୍ବୀପ ଗସ୍ତ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed